ଓଡ଼ିଶା

ଭାରସାମ୍ୟ ହରାଇ ଓଲଟିଲା ବସ୍, ଜଣେ ମୃତ, ୬ ଗୁରୁତର,୧୮ ରୁ ଉର୍ଦ୍ଧ୍ୱ ଆହତ

ଭଦ୍ରକ : ଗତକାଲି ଅପରାହ୍ନରେ ଭଦ୍ରକରୁ ବାସୁଦେବପୁର ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ କ୍ରିଷ୍ଣା ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ମହିଳାଙ୍କର ମୃତ୍ୟୁ…

Read More »

୫-ଟି ସଚିବଙ୍କ ଗସ୍ତ ପରେ, ଆଖଣ୍ଡଳମଣି ପୀଠର ଉନ୍ନତିକରଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨୮ କୋଟି ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର

ଭଦ୍ରକ : ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ। ଏଥିସକାଶେ ମୁଖ୍ୟମନ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ରାଜ୍ୟର ପ୍ରସିଦ୍ଧ ଦେବାଦେବୀ…

Read More »

ବିପର୍ଯ୍ୟସ୍ତ ନଦୀବନ୍ଧ ମରାମତି ପାଇଁ ରଘୁନାଥପୁରବାସୀଙ୍କ ଦାବି

ଭଦ୍ରକ : ଆଖୁଆପଦା ଜଳସେଚନ ଡିଭିଜନ ଅନ୍ତର୍ଗତ ବୈତରଣୀ ବାମପାର୍ଶ୍ୱ ନଦୀବନ୍ଧ ବଳିଘାଇ ଠାରୁ ରଘୁନାଥପୁର ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଛି । ଏହାର ମରାମତି ପାଇଁ ଗ୍ରାମବାସୀଙ୍କ…

Read More »

ମୂଖ୍ୟ ବିଚାରପତିଙ୍କ ଦ୍ଵାରା ଫୁଲବାଣୀ ଜିଲ୍ଲା ଦୌରାଜଜ୍ କୋର୍ଟ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ

କନ୍ଧମାଳ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଦାଦପାଜୁ ଠାରେ ହେବାକୁ ଥିବା ନୂତନ ଜିଲ୍ଲା ଦୌରାଜଜ୍ କୋର୍ଟ କମ୍ପ୍ଲେକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି ।…

Read More »

ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା

ମାଲକାନଗିରି : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ଜୁନ୍ ମାସ ବ୍ୟାପୀ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।…

Read More »

ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ଆଉ ଜଣେ ଆହତଙ୍କ ମୃତ୍ୟୁ

କଟକ/ଭୁବନେଶ୍ୱର : ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ କଟକ ଏସସିବିରେ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ବିହାରର…

Read More »

ମହୁଡ଼ା ଗ୍ରାମରେ ଡ଼ବଲ୍ ମର୍ଡ଼ର, ଘଟଣାସ୍ଥଳରେ ପୋଲିସର ଛାନଭିନ୍

ଗଞ୍ଜାମ : ବ୍ରହ୍ମପୁର ନିକଟସ୍ଥ ମହୁଡ଼ା ଗ୍ରାମରେ ଘଟିଯାଇଛି ଡ଼ବଲ୍ ମର୍ଡ଼ର । ଅନ୍ୟ ଗ୍ରାମରୁ ଆସି ଗଣ୍ଡଗୋଳ କରିବାରୁ ଦୁଇ ଜଣଙ୍କୁ ପିଟି ପିଟି ହତ୍ୟା…

Read More »

ଚତୁର୍ଥ ପର୍ଯ୍ୟାୟରେ ୫-ଟିରେ ସାମିଲ ସ୍କୁଲର ଭିତ୍ତିଭୂମି ଅଭାବରୁ କାର୍ଯ୍ୟ ଆରମ୍ଭ ନେଇ ପ୍ରଶାସନ ଚିନ୍ତାରେ

ସାଲେପୁର : ମୋ ସ୍କୁଲ ଯୋଜନାରେ ଉଚ୍ଚ ବିଦ୍ୟାଳୟ ଗୁଡିକୁ ୫-ଟି କାର୍ଯ୍ୟକ୍ରମରେ ସାମିଲ କରାଯାଇ ରୂପାନ୍ତରଣ କରିବାକୁ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ୪ର୍ଥ ପର୍ଯ୍ୟାୟରେ ୧୦…

Read More »

ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠର ଉନ୍ନତି ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା କୁମ୍ଭୀର କାନ୍ଦଣା ସଦୃଶ

ସାଲେପୁର : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠକୁ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତର ଦୀର୍ଘ ୧ ମାସ ବିତିଯାଇଥିଲେ ମଧ୍ୟ…

Read More »

ବ୍ରାହ୍ମଣୀ ନଦୀରେ ପୁଣି କୁମ୍ଭୀର ଆତଙ୍କ, ଶୌଚ ବେଳେ ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅନ୍ତର୍ଗତ ଘାଘରା ପଞ୍ଚାୟତ ଘାଗରାଡିଆ ଗ୍ରାମର ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇଥିବା ଖବର ମିଳିଛି । ଆଜି ସକାଳେ…

Read More »
Back to top button