ରଥରେ ବିରାଜିଲେ ମଦନମୋହନ

ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା।  ଶ୍ରୀଗୁଣ୍ଡିଚା ମନ୍ଦିରରୁ ସଅଳ ପହଣ୍ଡି ନିର୍ଦ୍ଧାରିତ ସମୟ ଆଗରୁ ଆରମ୍ଭ ହୋଇଥିଲା। ଘଣ୍ଟ ଘଣ୍ଟା ବାଦ୍ୟରେ ରଥକୁ ପ୍ରଥମେ ବିଜେ କରିଥିଲେ…

୯ ଦିନର ଯାତ୍ରା ସାରି ଫେରୁଛନ୍ତି ଭାଇ ଭଉଣୀ , ରଥରୁଢ ହେଲେ ବଡ଼ ଠାକୁର

ସରିଲା ଜନ୍ମବେଦୀରେ ଲୀଳାଖେଳା। ଗୁଣ୍ଡିଚା ମନ୍ଦିରରୁ ମେଲାଣି ନେବେ ମହାବାହୁ । ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ…

ଆଜି ବାହୁଡା ଯାତ୍ରା; ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ 

ବାହୁଡିବେ ଶ୍ରୀଜିଉ । ଜନ୍ମବେଦୀରୁ ରତ୍ନବେଦୀକୁ କରିବେ ଯାତ୍ରା । ବର୍ତ୍ତମାନ ଶରଧାବାଲିରେ ମହାପ୍ରଭୁଙ୍କୁ ଅପେକ୍ଷା କରିଛନ୍ତି ରଥତ୍ରୟ । ତେବେ ଏହା ପୂର୍ବରୁ ଜନ୍ମବେଦି (ଆଡ଼ପମଣ୍ଡପ)ରୁ…

ଭଙ୍ଗା ହେଲା ଭିତର ରତ୍ନଭଣ୍ଡାର ତାଲା ;ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ

ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରବିବାର ଦିନ ୧ଟା ୨୮ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇଛି। ରତ୍ନଭଣ୍ଡାର ଖୋଲିବା ପାଇଁ ଗଠନ କରାଯାଇଥିବା ସ୍ବତନ୍ତ୍ର ଟିମ୍‌ ପ୍ରଥମେ ବାହାର…

ଖୋଲିଲା ରତ୍ନଭଣ୍ଡାର ,ହେ ମହାପ୍ରଭୁ ସବୁ ତୁମରି ଇଚ୍ଛା ;ମୁଖ୍ୟମନ୍ତ୍ରୀ

ବହୁ ପ୍ରତାକ୍ଷାର ଅନ୍ତ ଘଟିଲା । ମହତ ଉଦ୍ଦେଶ୍ୟ ନେଇ ଠିକ୍ ୧ଟା ୨୮ ମିନିଟରେ ଖୋଲାଗଲା ବହୁ ପ୍ରତୀକ୍ଷିତ ମହାପ୍ରଭୁଙ୍କ ରତ୍ନଭଣ୍ଡାର। ବାହାର ରତ୍ନଭଣ୍ଡାରକୁ ଖୋଲାଯାଇଛି।…

ଆସନ୍ତା କାଲି ଖୋଲିବ ରତ୍ନଭଣ୍ଡାର, ଏସଓପି ପ୍ରଦାନ କଲେ ରାଜ୍ୟ ସରକାର

ରାତି ପାହିଲେ ଅର୍ଥାତ ଜୁଲାଇ ୧୪ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବ। ଏଥି ପାଇଁ ପୂର୍ବରୁ ଦିନ ନିର୍ଦ୍ଧାରିତ ହୋଇସାରିଛି। ଏହା ପୂର୍ବରୁ ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ…

ରଥକୁ ମୋବାଇଲ ମନା , ବିଶୃଙ୍ଖଳିତ ଆଚରଣ କଲେ ହେବ କାର୍ଯ୍ୟାନୁଷ୍ଠାନ

ଆକ୍ସନ ମୋଡରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ନବନିଯୁକ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ କଡା ଚେତାବନୀ । ବିଶୃଙ୍ଖଳିତ ଆଚରଣ କଲେ କଡା କାର୍ଯ୍ୟାନୁଷ୍ଠାନ…

ବଡ଼ଦାଣ୍ଡରେ ଅଣନିଶ୍ବାସୀ ହୋଇ ପ୍ରାଣ ହରାଇଲେ ଭକ୍ତ

ପୁରୀ ରଥ ଟଣା ବେଳେ ଅଘଟଣ। ଜଣେ ପୁରୁଷ ଶ୍ରଦ୍ଧାଳୁ ତାଳଧ୍ୱଜ ରଥଟଣା ବେଳେ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଛନ୍ତି। ପୁରୀ ଜିଲ୍ଲା ଚିକିତ୍ସାଳୟରେ ମୃତ ଘୋଷଣା…

ପ୍ରଥମେ ଗଡ଼ିଲା ତାଳଧ୍ବଜ ରଥ

ଗଡିଲା ରଥ । ଶରଧାବାଲି ଅଭିମୁଖେ ବଡ଼ଠାକୁରଙ୍କ ତାଳଧ୍ବଜ ଗଡ଼ିଛି। ପ୍ରଭୁଙ୍କ ରଥକୁ ଶ୍ରଦ୍ଧାଳୁମାନେ ଶ୍ରଦ୍ଧାରେ ଟାଣୁଛନ୍ତି। ରଥ ଟଣାଯିବା ବେଳେ ପୁରୀ ବଡ଼ଦାଣ୍ଡ ଘଣ୍ଟ, ଶଙ୍ଖର…

ଆଜି ଶ୍ରୀଜିଉଙ୍କ ଚକା ବିଜେ ନୀତି

ଆଜି ଅଣସର ଦଶମୀରେ ଚକାବିଜେ କରିବେ ମହାପ୍ରଭୁ । ଅଣସର ତାଟି ଭିତରେ ଦଇତାପତି ସେବକଙ୍କ ଦ୍ୱାରା ଗୁପ୍ତ ଉପଚାର ପରେ ଶ୍ରୀବିଗ୍ରହଙ୍କୁ ଶରୀରରୁ ତାତି ଓହ୍ଲାଇଥିବା…

ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ : ଆଜିଠୁ ଅଲାରନାଥ ଦର୍ଶନ

ସ୍ନାନମଣ୍ଡପରେ ସୁନାକୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅଣସର ଘର ଅଣସର ପିଣ୍ଡିରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କୁ ସୁସ୍ଥ କରିବାକୁ ଅଣସର ପିଣ୍ଡିରେ…

ଶ୍ରୀମନ୍ଦିରରେ ୧୧ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁ ସୁବାଶିତ କଳସରେ ଗାଧୋଇବେ। ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତମାନଙ୍କର ଆଗମନ ହେଉଛି। ଧୀରେଧୀରେ ଭିଡ଼ ବଢ଼ିବାରେ ଲାଗିଛି। ଦେବସ୍ନାନ…