ଦେଶରେ ଗତ ୩ ବର୍ଷରେ ବୃଦ୍ଧି ପାଇଛି ଦୁଷ୍କର୍ମ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ତିନି ବର୍ଷରେ ଯୌତୁକ, ଦୁଷ୍କର୍ମ ଓ ଦୁଷ୍କର୍ମ ଉଦ୍ୟମ ପରି ଅଭିଯୋଗରେ ଅଭିବୃଦ୍ଧି ହୋଇଛି। ଜାତୀୟ ମହିଳା କମିଶନ ନିକଟରେ ଏହି ଅଭିଯୋଗ…

‘ଜଣେ ମୁଖ୍ୟମନ୍ତ୍ରୀଙ୍କୁ କିପରି ପୁନଃ ସ୍ଥାପିତ କରାଯିବ ଯିଏ ଫ୍ଲୋର ଟେଷ୍ଟ ଦେଇ ନାହାନ୍ତି’

ନୂଆଦିଲ୍ଲୀ: ଗୁରୁବାର ଦିନ ସୁପ୍ରିମକୋର୍ଟ ମହାରାଷ୍ଟ୍ରରେ ପୁଣି ଉଦ୍ଧବ ଠାକରେ ସରକାରର ପୁନଃ ପ୍ରତିଷ୍ଠା ଅପିଲ ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି କୋର୍ଟ। କୋର୍ଟ କହିଛନ୍ତି କି,…

ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଇନଫ୍ଲୁଏଞ୍ଜା ଆଡଭାଇଜରି ଜାରି

ନୂଆଦିଲ୍ଲୀ: ଦେଶରେ ଏଚ୩ଏନ୨ ଇନଫ୍ଲୁଏଞ୍ଜାର ଭାରି ବୃଦ୍ଧି ଦେଖିବାକୁ ମିଳିଛି। ଏହା ମଧ୍ୟରେ ଦିଲ୍ଲୀ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ବାଜ ଏଚ୩ଏନ୨ ଭୂତାଣୁକୁ ନେଇ ଜାରି…

ପୁଲିସ ଗୁଳିରେ ଆଦିବାସୀ ଯୁବକଙ୍କ ମୃତ୍ୟୁ: ୧୦ ଲକ୍ଷ ସହାୟତା ପ୍ରଦାନ

ଇନ୍ଦୋର: ମଧ୍ୟପ୍ରଦେଶର ଡୋଙ୍ଗାରଗାଓଁରେ ବୁଧବାର ରାତିରେ ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା ଅନୁସୂଚିତ ଜାତି ଯୁବକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଗୁରୁବାର ପ୍ରଦାନ…

ବାଣ ଗୋଦାମରେ ଅଗ୍ନିକାଣ୍ଡ: ୨ ମୃତ

ଧର୍ମପୁରୀ: ତାମିଲନାଡୁର ଏକ ବାଣ ଗୋଦାମରେ ନିଆଁ ଲାଗି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏହି ଅଗ୍ନିକାଣ୍ଡ ପନ୍ନାଗାରମ ଅଧୀନ ନାଗରାସମ୍ପାତ୍ତି…

ସୁରକ୍ଷାବଳରେ ତିନି ବର୍ଷରେ ଆତ୍ମହତ୍ୟା କରିଛନ୍ତି ୪୩୬

ନୂଆଦିଲ୍ଲୀ: ଗତ ୩ ବର୍ଷରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ (ସିଏପିଏଫ) ଓ ଆସାମ ରାଇଫଲରେ ୪୩୬ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ସେହିପରି ଏହି ସମୟ ମଧ୍ୟରେ…

ମୁଁ କୌଣସି ଭାରତ ବିରୋଧୀ କାର୍ଯ୍ୟ କରିନି: ରାହୁଲ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଲଣ୍ଡନ ବୟାନକୁ ନେଇ ପାର୍ଲିଆମେଣ୍ଟ ସରଗରମ। ଦେଶର ଅପମାନ କରିଥିବା କଂଗ୍ରେସର ଏହି ନେତା କ୍ଷମା ମାଗନ୍ତୁ, ଏହି ଜିଦିରେ ଅଡି ବସିଛି…