ପଶ୍ଚିମ ବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଚ୍ଚାଚାର୍ଯ୍ୟଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର

କୋଲକତା : ପଶ୍ଚିମ ବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଚ୍ଚାଚାର୍ଯ୍ୟଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେ ଚିକିତ୍ସିତ ହେଉଥିବା ୱୁଡଲ୍ୟାଣ୍ଡ ଡାକ୍ତରଖାନା ପକ୍ଷରୁ ଏହି ସୂଚନା…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁରଲୀ ମନୋହର ଜୋଶୀ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ସଭାପତି ଡ. ମୁରଲୀ ମନୋହର ଜୋଶୀ ଶନିବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି…

ରାଷ୍ଟ୍ରୀୟ ଶିକ୍ଷା ନୀତିର ଲକ୍ଷ୍ୟ ଭାରତକୁ ଅନୁସନ୍ଧାନ ଓ ନବ ସୃଜନର କେନ୍ଦ୍ର କରିବା – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଭାରତକୁ ଅନୁସନ୍ଧାନ ଓ ନବ ସୃଜନର କେନ୍ଦ୍ର କରିବା ହେଉଛି ନୂତନ ଶିକ୍ଷା ନୀତି ୨୦୨୦ର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଜି-୨୦ ପରିବେଶ ଓ ଜଳବାୟୁ ମନ୍ତ୍ରୀ ସମୂହ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଚେନ୍ନାଇଠାରେ ଜି-୨୦ ପରିବେଶ ଓ ଜଳବାୟୁ ମନ୍ତ୍ରୀ ସମୂହ ବୈଠକକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି । ମାନ୍ୟଗଣ୍ୟ ଅତିଥିଙ୍କୁ ସ୍ୱାଗତ ଜଣାଇ…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରମେଶ୍ୱରମ୍ ମନ୍ଦିରରେ ଦେଶ ପାଇଁ କଲେ ପ୍ରାର୍ଥନା କରିଥିଲେ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି (ଶନିବାର) ରମେଶ୍ୱରମ୍ ମନ୍ଦିରରେ ଦେଶର ସୁଖ ଓ ସମୃଦ୍ଧତା ପାଇଁ ପ୍ରାର୍ଥନା କରିଛନ୍ତି । ଅମିତ ଶାହା…

ମହାପ୍ରଭୁଙ୍କ ବନକଲାଗି ନୀତି ନହୋଇ ପାରିବା ନେଇ କଂଗ୍ରେସର କ୍ଷୋଭ

ଭୁବନେଶ୍ୱର : ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ସରିବା ଆନୁମାନିକ ୨୮ଦିନ ହୋଇଯିବ । ଠାକୁରମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିବାପରେ ମୁଖଶୃଙ୍ଗାର ପାଇଁ ବନକଲାଗି ଗୁପ୍ତସେବା ହୋଇଥାଏ । ଏହି…

ଅକସାଇ ଚୀନ୍ ନିକଟରେ ୩୧ ଜୁଲାଇରୁ ୫ ଅଗଷ୍ଟ ମେଗା ଲାଇଭ ଫାଇରିଂ ଏବଂ ପ୍ରଶିକ୍ଷଣ ଅଭ୍ୟାସ : ଏଲ୍ଏସି ଉପରେ ନୋ ଫ୍ଲାଇ ଜୋନ୍ ଜାରୀ

ନୂଆଦିଲ୍ଲୀ : ୧୯୬୨ ଯୁଦ୍ଧ ପରେ ଭାରତ ଚୀନ୍ ଅବୈଧ ଭାବେ କବଜା କରିଥିବା ବିବାଦୀୟ ଅକସାଇ ଚୀନ୍ ଅଞ୍ଚଳର ଆଖପାଖରେ ମେଗା ଲାଇଭ ଫାଇରିଂ ଏବଂ…

ଗୁଜରାଟର ରାଜକୋଟ ଠାରେ ପ୍ରଧାନମନ୍ତ୍ରୀ ରାଜକୋଟ ଆନ୍ତର୍ଜାତିକ ବିମାନବନ୍ଦରକୁ ଦେଶ ପ୍ରତି ଉତ୍ସର୍ଗ କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜକୋଟ ଆନ୍ତର୍ଜାତିକ ବିମାନବନ୍ଦର ଏବଂ ଗୁଜରାଟର ରାଜକୋଟ ଠାରେ ୮୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ…

ୟୁପିଏ ନିଜର ପାପ ଲୁଚାଇବା ପାଇଁ ନାମ ବଦଳାଇଛି : ପ୍ରଧାନମନ୍ତ୍ରୀ

ସୀକର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ନୂଆ ନାମରେ ଆସୁଥିବା ବିରୋଧି ମେଣ୍ଟ ରାଷ୍ଟ୍ର ହିତରେ ନୁହେଁ, ବରଂ ନିଜ ପୁରୁଣା ପାପକୁ ଲୁଚାଇବାର…

ଲୋକସଭାରେ ଉତ୍ତେଜନା, କାର୍ଯ୍ୟ ଦିନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ : ବିରୋଧୀଦଳଙ୍କ ଆନ୍ଦୋଳନ ଯୋଗୁଁ ଆଜି ମଧ୍ୟ ଲୋକସଭା କାର୍ଯ୍ୟରେ ବ୍ୟାହତ ସୃଷ୍ଟି ହୋଇଛି । ଏହି କାରଣରୁ ଗୃହର ପ୍ରକ୍ରିୟା ମଧ୍ୟାହ୍ନ ୧୨ ଟା…

ଓଡିଶା ଗସ୍ତ ସାରି ଫେରିଗଲେ ରାଷ୍ଟ୍ରପତି

ଭୁବନେଶ୍ୱର : ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗୁରୁବାର ଅପରାହ୍ନରେ ଦିଲ୍ଲୀ ଫେରିଯାଇଛନ୍ତି । ରାଜଭବନରୁ ବାହାରି ରାଷ୍ଟ୍ରପତିଙ୍କ କାରକେଡ୍…

କୋଷ୍ଟାଲ ହାଇୱେ ଓ କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ ର ଅଗ୍ରଗତି ନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ସମୀକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡିଶା ମଧ୍ୟ ଦେଇ ଯାଇଥିବା ବିଭିନ୍ନ ରାଜପଥ ସମେତ ଓଡ଼ିଶା କୋଷ୍ଟାଲ ହାଇୱେ ଓ କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ କାର୍ଯ୍ୟର ଅଗ୍ରଗତି ଏବଂ…