ଦିଦି ଙ୍କୁ ଟକ୍କର ଦେବା ପାଇଁ ପଦ୍ମ ଧରିବେ କି ଦାଦା?

Spread the love

ଜୀବନରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ଗାଙ୍ଗୁଲି | ପୂର୍ବତନ ଭାରତୀୟ ଅଧିନାୟକ ତାଙ୍କ ସୋସିଆଲ ମିଡିଆରେ ଏକ ଟୁଇଟ୍ ପୋଷ୍ଟ କରି ତାଙ୍କର ନୂଆ ଇନିଂସ ଘୋଷଣା କରିଛନ୍ତି।

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। କିଛି ଦିନ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଗାଙ୍ଗୁଲି ଙ୍କ ଘରକୁ ରାତ୍ରିଭୋଜନ ରେ ଯିବା ପର ଠାରୁ ତାଙ୍କ ରାଜନୀତି ର ନୂଆ ଇଂନିଙ୍ଗସ କୁ ନେଇ ଚର୍ଚ୍ଚା ଜୋର ଧରିଛି l ଏବେ ଦାଦା ଙ୍କ କଣ ଆଗାମୀ ପଦକ୍ଷେପ ରହିବ ତାହା ଦେଖିବା ବାକି ରହିଲା l

Leave a Reply

Your email address will not be published. Required fields are marked *