ଦାମୀ କାରରେ ଦେଶୀ ମଦ ଚୋରା ଚାଲାଣ । ବଡ଼ମ୍ୱା ନରସିଂହପୁରରୁ ଆଣି ରାଜଧାନୀ ଭୁବନେଶ୍ୱର ବସ୍ତିରେ ଦେଶୀ ମଦ ବିକ୍ରି ପୂର୍ବରୁ ମାଡ଼ି ବସିଲା ଅବକାରୀ ବିଭାଗ । ୫ ଦେଶୀ ମଦ ବେପାରୀଙ୍କୁ ଗିରଫ କଲା ଅବକାରୀ ବିଭାଗ । ୬୫୦ ଲିଟରରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ। ବିଭିନ୍ନ ଜିଲ୍ଲାରୁ ଦେଶୀ ମଦ ଆଣି ଭୁବନେଶ୍ବର ବିଭିନ୍ନ ବସ୍ତିରେ ବିକ୍ରୀ କରୁଥଲେ । ଅବକାରୀ ବିଭାଗ ଖବର ପାଇଁ ଆଜି ସକାଳ ସମୟରେ ଚଢ଼ାଉ କରିଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now