ଦୁଇ ଦିନରେ ମୁମ୍ବାଇ ବିମାନବନ୍ଦରରୁ ୧୦ କେଜି ସୁନା ଜବତ : ୪ ଯାତ୍ରୀ ଗିରଫ

Spread the love

ମୁମ୍ବାଇ : ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ)ର ଟିମ୍ ଗତ ଦୁଇ ଦିନରେ ମୁମ୍ବାଇ ବିମାନବନ୍ଦରରୁ ୧୦ କେଜି ସୁନା ଜବତ କରିବା ସହ ମାମଲାରେ ୪ ଜଣ ଯାତ୍ରୀଙ୍କୁ ଗିରଫ କରିଛି । ଜବତ ସୁନାର ମୂଲ୍ୟ ୬.୨ କୋଟି ହେବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *