୧୪ ଲିଟର ବିଦେଶୀ ମଦ ଜବତ, ଦୁଇ କୋର୍ଟଚାଲାଣ

Spread the love

କୋରେଇ : ପାଣିକୋଇଲି ପୁଲିସ ଚୋରା ମଦ ବିକ୍ରି ଅଭିଯୋଗରେ ଗତକାଲି ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପାଣିକୋଇଲି ଥାନା ଅନ୍ତର୍ଗତ ମଣିପୁର ଗ୍ରାମର ସୁବାସ ବେହେରା ନିକଟରୁ ୬ ଲିଟର ଓ ପଥରପଦା ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ସାହି ସ୍ଥିତ ଲକ୍ଷ୍ମୀଧର ଦାସ ନିକଟରୁ ୮ ଲିଟର ମଦ ଜବତ କରିବା ପରେ ଥାନାରେ କେଶ ନମ୍ବର ୧୮୨ ଓ ୧୮୩ କ୍ରମେ ଉଭୟଙ୍କୁ ଅବକାରୀ ଆଇନ ଅନୁସାରେ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *