ଗଞ୍ଜେଇ ଓ ବାଇକ ଛାଡି ୨ ଚାଲାଣକାରୀ ଚମ୍ପଟ

Spread the love

ଜୟପୁର : ଗଞ୍ଜେଇ ଚାଲାଣ ବେଳେ ପୋଲିସକୁ ଦେଖି ବାଇକ ଓ ଗଞ୍ଜେଇ ଛାଡି ଚାଲାଣକାରୀ ଚମ୍ପଟ । ପୋଲିସ ସୂଚନା ଅନୁଯାଇ କୁ ଜୟପୁର ସଦର ପୋଲିସ ପାତ୍ରପୁଟ ଠାରେ ପେଟ୍ରୋଲିଂ କରୁଥିବା ବେଳେ କୋଟା ଛକ ପଟୁ ବାଇକ ରେ ଆସୁଥିବା ବେଳେ ପୋଲିସକୁ ଦେଖି ୨ ଜଣ ଚାଲାଣ କାରି ବାଇକକୁ ଛାଡି ଚମ୍ପଟ ମାରିଥିଲେ । ପରେ ପୋଲିସ ବାଇକକୁ ଯାଞ୍ଚ କରିବାରୁ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା । ଚାଲାଣକାରି ମାନେ ଜଙ୍ଗଲ ପଟେ ଚମ୍ପଟ ମାରିଥିଲେ । ପୋଲିସ ୭୦ କେଜି ଗଞ୍ଜେଇ ବାଇକକୁ ଜବତ କରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *