ଫେରାର ଅଭିଯୁକ୍ତ ଗିରଫ

Spread the love

ଜୟପୁର : ଫେରାର ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ରଣ୍ଡାପାଲ୍ଲିର ପୁଣ୍ଣ ଖାତି । ରଣ୍ଡାପାଲ୍ଲିର ପୁଣ୍ଣ ଖାତି ନାମରେ ଜୟପୁର ସଦର ଥାନାରେ ଅବକାରି ମାମଲା ରହିଥିଲା । ସେହି ଦିନ ଠାରୁ ସେ ଫେରାର ଥିବା ବେଳେ ରଣ୍ଡାପାଲ୍ଲିରେ ଚଢାଉ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦର ପୋଲିସ ତରଫରୁ ସୁଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *