ଲାଂଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଫରେଷ୍ଟର

୫ ହଜାର ଲାଂଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ଫରେଷ୍ଟର ଗୌରାଙ୍ଗ ସାହୁ l ବନ୍ଧବାହାଲ ଅଂଚଳ ରେ ଗଛ କଟା ଅନୁମତି ଦେବା ପାଇଁ ମୋହିତ ପ୍ରଧାନ ଙ୍କ ଠାରୁ ୫ ହାଜର ଟଙ୍କା ଲାଞ୍ଚ ନେଲା ବେଳେ ମାଡି ବସିଲା ଭିଜିଲାନ୍ସ ବିଭାଗ l ଟଙ୍କା ଜବତ କରିବା ସହ ବନ୍ଧବାହାଲ ଫରେଷ୍ଟର ଗୌରାଙ୍ଗ ସାହୁ ଙ୍କୁ ଅଟକ କରିଛି ଭିଜିଲାନ୍ସ l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *