ପ୍ରେମିକା ତଣ୍ଟି କାଟିବା ପରେ ଆତ୍ମହତ୍ୟା କଲା ପ୍ରେମିକ

Spread the love

ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କଟିବା ପରେ ନିଜ ତଣ୍ଟି କାଟି ଆତ୍ମ ହତ୍ୟା କଲା ପ୍ରେମିକା। ଘଟଣାରେ ପ୍ରେମିକ ମୃତ ପ୍ରେମିକା ଗୁରୁତର । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓ ଟିରେ ଭର୍ତ୍ତି ହୋଇଛନ୍ତି ଯୁବତୀ। ମୃତ ଯୁବକ ବ୍ରହ୍ମପୁର ଅଞ୍ଚଳର ସିମାଞ୍ଚଳ ହୋଇଥିବା ବେଳେ ଗୁରୁତର ଯୁବତୀ  ୱାର୍ଡ ନମ୍ବର 4 ର ଜହ୍ନ କାରିଗର l ଘଟଣା ସ୍ଥଳରେ ପୋଲିସ ରହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l

Leave a Reply

Your email address will not be published. Required fields are marked *