ମୀରା ରୋଡରେ ମହିଳାକୁ ଖଣ୍ଡ ଖଣ୍ଡ କରି ହତ୍ୟା ଅପରାଧରେ ଅଭିଯୁକ୍ତକୁ କୋର୍ଟ ପଠାଇଲେ ପୋଲିସ କଷ୍ଟୋଡିକୁ

Spread the love

ମୁମ୍ବାଇ : ମୀରା ରୋଡରେ ଜଣେ ୩୨ବର୍ଷୀୟ ମହିଳାକୁ ଖଣ୍ଡ ଖଣ୍ଡ କରିଦେବା ଅପରାଧରେ ଅଭିଯୁକ୍ତ ମନୋଜ ସାନେକୁ ମୀରା ଭାଇଦର କୋର୍ଟ ୧୬ ଜୁନ ପର୍ଯ୍ୟନ୍ତ ପୋଲିସ କଷ୍ଟୋଡିକୁ ପଠାଇ ଦେଇଛି । ଏହି କେସ୍ ରେ ଗଭିର ଛାନଭିନ ମିରା ରୋଡ ଷ୍ଟେସନ ପୋଲିସ ଟିମ କରୁଛି ।

ପୋଲିସ ଅନୁସାରେ ମନୋଜ ସାନେ ଓ ସରସ୍ୱତି ମିରା ରୋଡ ସ୍ଥିତ ଏକ ପ୍ଲଟରେ ଲିଭ୍ଇନ୍ ରିଲେସନରେ ରହୁଥିଲେ । ଅଭିଯୁକ୍ତ ସରସ୍ୱତିକୁ ଜଘନ୍ୟ ଭାବରେ ହତ୍ୟା କରି ଶବକୁ ଖଣ୍ଡ ଖଣ୍ଡ କରି ତିନୋଟି ବାଲିଟରେ ରଖି ଥିଲା । ପୋଲିସ ହତ୍ୟା ହୋଇଥିବା ରକ୍ତ ଜୁଡୁ ବୁଡୁ ତିନୋଟି ବାଲଟିକୁ ଜବତ କରିଛି ।

Leave a Reply

Your email address will not be published. Required fields are marked *