ଭୁବନେଶ୍ୱର : ରାୟଗଡା ଜିଲ୍ଲାର ମୁନିଗୁଡା ଠାରେ ଥିବା କ୍ରସରରେ ମାଓବାଦୀ ମାନେ ହାଇୱା ପୋଡି ଦେଇଥିବା ସୂଚନା ମିଳିଛି ।
ଗତକାଲି ରାତ୍ରୀରେ ମାଓବାଦୀ ମାନେ ଚାରୋଟି ହାଇୱା ସହ ଦୁଇଟି ଚେନ୍ ଜେସିବି ପୋଡି ଦେଇଛନ୍ତି । ଗତକାଲି ରାତିରେ ୨୦ ରୁ ଉର୍ଦ୍ଧ୍ୱ ମହିଳା ମାଓବାଦୀ କ୍ରସର ନିକଟକୁ ଆସି ପ୍ରଥମେ ସେଠାରେ ଥିବା କର୍ମଚାରୀ ମାନଙ୍କ ମୋବାଇଲ ମାଗିଥିଲେ ପରେ ପୋଡାଜଳା କରିବାପରେ ମବାଇଲ ଗୁଡିକ ଫେରାଇ ଦେଇ ଚାଲି ଯାଇଥିବା ଜଣାପଡିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now