ବ୍ଲକ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ ଯନ୍ତ୍ରୀ ନରସିଂହପୁର ବ୍ଲକ ଯନ୍ତ୍ରୀ ଅଜୟ ସାମଲ। ଅଜୟଙ୍କ ମୃତ୍ୟୁକୁ ନେଇ ଉଠିଛି ଅନେକ ପ୍ରଶ୍ନ ଏବଂ ଆତ୍ମହତ୍ୟା ନା ହତ୍ୟା ଏବେ ଚର୍ଚ୍ଚା ଜାରି ରହିଛି । ଘଟଣା ସ୍ଥଳରେ ବଡ଼ମ୍ବା ବିଧାୟକ ପହଞ୍ଚି ଯନ୍ତ୍ରୀଙ୍କ ପରିବାରକୁ ସମାବେଦନା ଜଣାଇବା ସହ ଯନ୍ତ୍ରୀ ଅଜୟ ସାମଲ ମାନସିକ ଚିନ୍ତାରେ ଥିବା କହିଛନ୍ତି । ଅନ୍ୟପଟେ ଘଟଣା ସ୍ଥଳରେ ଆଠଗଡ଼ sdpo ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ମଧ୍ୟ ହୋଇନାହିଁ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now