କଲରାପତରିଆ ବାଘ ଛାଲ ଜବତ : ୩ ଗିରଫ

Spread the love

ନବରଙ୍ଗପୁର : ନବରଙ୍ଗପୁର ରାଇଘର ଅଂଚଳରୁ କଲରାପତରିଆ ବାଘ ଛାଲ ଜବତ ହୋଇଛି । ରାଇଘର ଓ ଛତିଶଗଡ଼ ବନ ବିଭାଗର ମିଳିତ ଚଢ଼ଉ ବେଳେ ଏହି ବାଘ ଛାଲ ଜବତ ହୋଇଛି । ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ବାଘ ଛାଲ ସହିତ ହରିଣ ଶିଙ୍ଗ ଏବଂ ଅନ୍ୟ କିଛି ଜଙ୍ଗଲି ଜନ୍ତୁୁଙ୍କ ଦେହାବଶେଷ ଜବତ ହୋଇଛି ।

Leave a Reply

Your email address will not be published. Required fields are marked *