ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମରଡ଼ ଘଟଣାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ପାଇଁ ବଢିଲା ଅଡୁଆ l ଚାରି ସପ୍ତାହ ମଧ୍ୟରେ ରାଜ୍ୟ ସରକାର ଙ୍କୁ ଜବାବ ରଖିବାକୁ ସୁପ୍ରିମ କୋର୍ଟର ନୋଟିସ l ପ୍ରତାପ ଙ୍କ କ୍ଲିନ ଚିଟ ପରେ ସୁପ୍ରିମ କୋର୍ଟର ଦ୍ୱାରସ୍ତ ହୋଇଥିଲେ ମୃତ କୁଳମଣି ବରାଳଙ୍କ ପୁଅ ରଞ୍ଜିତ ବରଳ l

Naxatra News is now on Whatsapp
Join and get latest news update delivered to you via whatsapp
Join Now