ଭିଜିଲାନ୍ସ ଜାଲରେ ପୋଲିସ ବାବୁ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ

Spread the love

ବରଗଡ : ଭିଜିଲାନ୍ସ ପଞ୍ଜାରେ ପୁଣି ଜଣେ ପୋଲିସ ବାବୁ , ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ ଜିଲ୍ଲା ଗାଇସିଲାଟ ଥାନା ଅଧିକାରୀ ବୀରବର ଭଗତ ଙ୍କ ଗାଇସିଲାଟ ଥାନା ଓ ତାଙ୍କ ସରକାରୀ ବାସଭବନ ସହ ସମ୍ବଲପୁର ଅନୁଗୁଲିଆ ପଡ଼ା ତାଙ୍କର ଘର ଏବଂ କବ୍ରାପାଲି ସ୍ଥିତ ଫାର୍ମ ହାଉସ ପରି ଚାରିଟି ସ୍ଥାନରେ  ଏକକାଲିନ  ଭାବେ ଚଢ଼ାଉ କରିଛି ଭିଜିଲାନ୍ସ। ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ସମ୍ୱଲପୁର ଓ ବରଗଡ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢାଉ ଚାଲିଥବା ବେଳେ ବହୁ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *