ଦେଶି ମଦ ଚାଲାଣ ବେଳେ ଚଢାଉ

Spread the love

ଜୟପୁର : ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାର ବିଭାଗ ଚଢାଉ କରିଛି । ଚଢାଉ କରି ୨ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ପୁଟ୍ରା ଗ୍ରାମର କୃଷ୍ଣ ବିଷୋୟୀ (୨୯) , କଙ୍କଡାହାଣ୍ଡିର ପରଦେଶି ହରଜିନ (୨୧) । ଅବକାରି ବିଭାଗ ସୁଚନା ଅନୁଯାଇ ଦେଶି ମଦ ଚାଲାଣ ହୋଉଥିବା ସୁଚନା ପାଇ ପୁଟ୍ରା ଗ୍ରାମ ରାସ୍ତାରେ ଚଢାଉ କରିଥିଲା । ଚଢାଉ କରି କୃଷ୍ଣ ବିଷୋୟୀ (୨୯) କୁ ଗିରଫ କରି ତା ଠାରୁ ୧୦ ଲିଟର ମଦ ଜବତ କରିଛି । ସେହିପରି କଙ୍କଡାହାଣ୍ଡି ଗ୍ରାମ ରାସ୍ତାରେ ଅବକାରୀ ଚଢାଉ କରି ପରଦେଶି ହରଜିନ (୨୧)କୁ ଗିରଫ କରି ତା ଠାରୁ ୨୦ ଲିଟର ଦେଶି ଜବତ କରି ଦୁଇ ଅଭିଯୁକ୍ତ କୁ ଗିରଫ କରିଥିବା ଅବକାରି ଓଆଇସି ସଞ୍ଜୟ କୁମାର କାଣ୍ଡି ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *