ପୁଅର ଠେଙ୍ଗା ମାଡ଼ ରେ ବାପା ମୃତ

Spread the love

ପୁରୀ : ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ସାନକଣ୍ଟି ଗ୍ରାମରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ପୁଅର ଠେଙ୍ଗା ମାଡ଼ରେ ବାପାର ମୃତ୍ୟୁ ଘଟିଛି । ସାମାନ୍ୟ ବଚସାରୁ ପୁଅ ନେଇଗଲା ବାପାର ଜୀବନ । ମୃତକ ହେଲେ ୬୦ ବର୍ଷିୟ ବୃଦ୍ଧ ହୃଷିକେଶ ପ୍ରଧାନ । ପୁଅ ନିଶାସକ୍ତ ଅବସ୍ଥାରେ ବାପାକୁ ହତ୍ୟା କରିଥିବା ସୂଚନା ମିଳିଛି । ଖବର ପାଇ ପିପିଲି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *