ଶିକ୍ଷକ ନା ଶୈତାନ ?

Spread the love

ଶିକ୍ଷକ ଛାତ୍ର ସମ୍ପର୍କ ପବିତ୍ର ସମ୍ପର୍କ । ପୌରାଣିକ କଥାରେ ଗୁରୁ ଙ୍କୁ ଶିଷ୍ୟ ତାଙ୍କ ଶିକ୍ଷା ବଦଳରେ ଗୁରୁ ଦକ୍ଷିଣା ଦେଇଥାନ୍ତି । ବର୍ତ୍ତମାନ ଶିକ୍ଷକ ଓ ଛାତ୍ର ସମ୍ପର୍କ ସଂଜ୍ଞା ବଦଳିଯାଇଛି । ଶିକ୍ଷକ ଛାତ୍ର ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ପଛଘୁଞ୍ଚା ଦେଉନହାଁନ୍ତି । ଶିକ୍ଷକ ଛାତ୍ର ସହ ସମ୍ପର୍କ ରଖି ଚର୍ଚ୍ଚା କୁ ଆସିଛନ୍ତି । ଶିକ୍ଷକ ୩୨ ବର୍ଷ ହୋଇଥିବା ବେଳେ ଛାତ୍ରୀ ଙ୍କ ସହ ଦୈହିକ ସମ୍ପର୍କ ରଖିଥିଲେ ।ସେତେବେଳ ଛାତ୍ରୀ ବୟସ ୧୬ ହୋଇଥିଲା । ଏହି ଶିକ୍ଷକ ହେଉଛନ୍ତି ବ୍ରିଟେନ ର ଆଡାମ ଜେମସ୍ । ଶିକ୍ଷକ ଛାତ୍ରୀ ଙ୍କୁ ସୋସିଆଲ ମିଡିଆ ଜିରିଆରେ ଅଶୀଳ୍ଳ ମେସେଜ ଦେବା ସହ ନିଡର ଉଲଂଗ୍ନ ଫଟୋ ପଠାଉଥିଲେ । ଖାଲି ସେତିକି ରେ ସୀମତ ନଥିଲା ଶିକ୍ଷକ ଙ୍କ କଳା କାରନାମା ଛାତ୍ରୀ ଙ୍କୁ ଘରକୁ ନେଇଯାଉଥିଲେ ପାର୍କ ବୁଲିବା ପାଇଁ ନେବା ସହ ବିଭିନ୍ନ ପ୍ରକାର ମନୋରଞ୍ଜନ କରିବା ପାଇଁ ଚେଷ୍ଟା କରୁଥିଲେ । ଆଜାମ ଜେମସ୍ ଛାତ୍ରୀ ଙ୍କୁ ଘରକୁ ଯାଇଥିଲେ ।

ସେହି ସମୟରେ ଜେମସ୍ ଙ୍କ ଭାଇ ଅଚାନକ ପହଞ୍ଚିବା ପରେ ଛାତ୍ରୀ ଙ୍କୁ ଆଲମିରା ସାଇଡ୍ ରେ ଲୁଚାଇ ରଖିଥିଲେ ।ଭାଇ ଯିବା ପରେ ଛାତ୍ରୀ ଜଣଙ୍କ ବାହାରିଥିଲେ । ସ୍କୁଲ ରେ ଆଡାମସ୍ ଅନ୍ୟ ଛାତ୍ରୀ ଙ୍କ ଅପେକ୍ଷା ସେହି ଛାତ୍ରୀ ଙ୍କ ପାଖକୁ ବିଭିନ୍ନ ବାହାନା କରି ଯାଉଥିଲେ । ପୋଲିସ ପଚାରା ଉଚରା ପରେ ଜାଣିବା ପାଇଁ ଚେଷ୍ଟା କରିଛି । କେବଳ ଜଣେ ଛାତ୍ରୀ ଙ୍କ ସହ ଶିକ୍ଷକଙ୍କ ଶାରୀରିକ ସମ୍ପର୍କ ଅଛି ନା ଆଉ କାହା ସମ୍ପର୍କ ଅଛି । ଟିଚିଙ୍ଗ ରେଗୁଲେସନ ଏଞ୍ଜୋସି ଅନୁସାରେ ଶିକ୍ଷକ ଙ୍କୁ କୌଣସି ସ୍କୁଲରେ ଶିକ୍ଷା ଦାନ କରିବା ପାଇଁ ବ୍ୟାନ କରାଯାଇଛି । ଏଭଳି ଶିକ୍ଷକ ସମାଜ ପ୍ରତି କଳଙ୍କ । ଗୁରୁ ଶିଷ୍ୟ ପରମ୍ପରା କଳୁଷିଚ କରିବା ସହିତ ସମାଜରେ ଖରାପ ପରମ୍ପରା ସୃଷ୍ଟି କରୁଛନ୍ତି । ସେ ଭଳି ଶିକ୍ଷକ ମାନଙ୍କ ପ୍ରତି ସରକାରୀ ସ୍ତରରେ ଦଣ୍ଡ ବିଧଆନ କରିବା ସହତି ଦୃଷ୍ଟାନ୍ତମୁଳକ କାର୍ଯ୍ୟନୁଷ୍ଟାନ ଗ୍ରହମ କରିବା ଦରକାର ।

  • ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *