ଚାଇଲଡ ଲାଇନ ଏବଂ ଥାନା ଅଧିକାରୀଙ୍କ  ମିଳିତ ସହଯୋଗରେ ନାବାଳିକା ଶ୍ରମିକ ଉଦ୍ଧାର

Spread the love

ଭୁବନେଶ୍ୱର : ମୈତ୍ରୀ ବିହାର କ୍ୱାଟର ନଂ ଝ୧୨୬ ରୁ ନାବାଳିକା ଶ୍ରମିକ ଉଦ୍ଧାର. ଚାଇଲଡ ଲାଇନ ଏବଂ ମୈତ୍ରୀ ବିହାର ଥାନା ର ମିଳିତ ସହଯୋଗ ରେ ନାବାଳିକା  ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ନାବାଳିକା ଟି ଦୀର୍ଘ ଦିନ ହେବ ନିର୍ଯାତନା ର ଶିକାର ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ।  ଅଭିଯୋଗ କ୍ରମେ ଚାଇଲଡ ଲଇନ ର ଏକ ସ୍ୱତନ୍ତ୍ର ଟିମ ଓ ମୈତ୍ରୀ ବିହାରଧାନାର ଟିମ ମିଳିତ   ଭାବରେ  ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଦୁଃଖୀଶ୍ୟାମ ପାଣିଗ୍ରାହୀ ଙ୍କ ଘରେ ଚଢ଼ାଉ କରି ନାବାଳିକା କୁ ଉଦ୍ଧାର କରିଥିଲେ ।

Leave a Reply

Your email address will not be published. Required fields are marked *