ବାଲିଯାତ୍ରା ପାଇଁ ସଜବାଜ କଟକ

କଟକ: ଐତିହାସିକ ବାଲିଯାତ୍ରା ପାଇଁ ସଜବାଜ ହେଉଛି କଟକ ଜିଲ୍ଲା ପ୍ରଶାସନ । କରୋନା କଟକଣା ପାଇଁ ବନ୍ଦ ହୋଇଥିଲା ବାଲିଯାତ୍ରା । ଚଳିତ ବର୍ଷ ଧୁମଧାମରେ ବାଲିଯାତ୍ରାକୁ ପାଳନ କରିବାକୁ ଅଣ୍ଟା ଭିଡ଼ିଛି କଟକ ଜିଲ୍ଲା ପ୍ରଶାସନ । ହାଡ଼ିଆପଠାରେ ବାଲିପୋତା ଦ୍ୱାରା ସୃଷ୍ଟି ହୋଇଥିବା ନୁତନ ଜାଗାକୁ ନେଇ ଏଥର ବାଲିଯାତ୍ରାର ଆକାର ହେବ ବିଶାଳ । ପାଖାପାଖି 100 ଏକର ଜାଗା ଉପରେ ଆୟୋଜନ ହେବ ଯାତ୍ରା । ଓଡ଼ିଶାର ପାରମ୍ପରିକ ସାଂସ୍କୃତିକ କାଯ୍ୟକ୍ରମ ସହିତ ଦେଶ ବିଦେଶର କଳା କାରମାନଙ୍କୁ ନେଇ କରାଯିବ ରଙ୍ଗାରଙ୍ଗ କଯ୍ୟକ୍ରମ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *