Daily News

ଦିଲ୍ଲୀ ଦଙ୍ଗା- ୬ଥର ଜାମିନ ଆବେଦନ କରି ବି ନିରାଶ ଉମର, ସରଜିଲ୍

ଦିଲ୍ଲୀ ଦଙ୍ଗା ମାମାଲରେ ଉମର ଖାଲିଦଙ୍କୁ ମିଳିଲାନି ଜାମିନ୍। ଉମରଙ୍କ ସହ ସରଜିଲ୍ ଇମାମଙ୍କୁ ବି ଜାମିନ୍ ଦେବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ଅନ୍ୟ ୫ ଅଭିଯୁକ୍ତଙ୍କୁ…

ହନିଟ୍ରାପରେ ଓକିଲଙ୍କୁ ଫସାଉଥିଲେ- ୪୦ଲକ୍ଷ ଡିମାଣ୍ଡ କରି ଧରାପଡ଼ିଲେ ବଙ୍ଗୀୟ ଯୁବତୀ

ହନିଟ୍ରାପର ଜାଲ। ଆଗ ବନ୍ଧୁତା ଓ ପରେ ଓକିଲଙ୍କଠୁ ୪୦ଲକ୍ଷ ଟଙ୍କାର ବଟି। ସ୍ପାରେ କାମ କରୁଥିବା ଯୁବତୀଙ୍କ ସହ ୨ଜଣଙ୍କୁ ବାନ୍ଧିଛି ପୁଲିସ। ରାଜସ୍ଥାନର ବାଡ଼ମେରରେ…

ଆଇପିଏଲ ବ୍ୟାନ୍ କଲା ବାଂଲାଦେଶ

ଆଇପିଏଲ ଉପରେ ବ୍ୟାନ୍ ଲଗାଇଲା ବାଂଲାଦେଶ। ଆଇପିଏଲ ପ୍ରସାରଣକୁ ବ୍ୟାନ୍ କରିଛନ୍ତି ୟୁନୁସ ସରକାର। ଏ ସମ୍ପର୍କିତ ନିର୍ଦେଶାନାମା ବି ଜାରି କରିଛି ସୂଚନା ଓ ପ୍ରସାରଣ…

ଡେଭିଡ୍ ଓ୍ୱାର୍ଣ୍ଣର ରଚିଲେ ଇତିହାସ- ସେଞ୍ଚୁରୀରେ କୋହଲିଙ୍କ ସମକକ୍ଷ ହେଲେ

ଡେଭିଡ୍ ଓ୍ୱାର୍ଣ୍ଣର ରଚିଲେ ଇତିହାସ। ୧୧ ଚୌକା ଓ ୯ ଛକ୍କା ସହ ୧୩୦ ରନ୍ କରିଲେ। ବିରାଟ କୋହଲିଙ୍କ ରେକର୍ଡ ସହ ବରାବରି କଲେ। ଅଷ୍ଟ୍ରେଲିଆ…

ଭୁବନେଶ୍ୱରରେ ପ୍ରସ୍ତାବିତ ନୂତନ ସହର ପ୍ରକଳ୍ପର ସମୀକ୍ଷା

ଭୁବନେଶ୍ୱରରେ ପ୍ରସ୍ତାବିତ ନୂତନ ସହର ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତି ସମ୍ବନ୍ଧୀୟ ସେବା କ୍ଷେତ୍ର ର ଖସଡାକୁ ଅନ୍ତିମ ରୂପ ଦେବା ଉଦ୍ଦେଶ୍ୟରେ ଗତକାଲି ଓଡ଼ିଶା ଗୃହ…

ଭେନେଜୁଏଲା ଉପରେ ଏୟାର ଷ୍ଟ୍ରାଇକ୍- ରାଷ୍ଟ୍ରପତିଙ୍କୁ ଗିରଫ- ଟ୍ରମ୍ପଙ୍କ ଏଭଳି ଯୋଜନା ପଛର ରହସ୍ୟ କଅଣ ?

ଭେନେଜୁଏଲା ଉପରେ ଆକ୍ରମଣ କଲା ରାଷ୍ଟ୍ରପତି। ଭେନେଜୁଏଲା ରାଷ୍ଟ୍ରପତି ନିକୋଲସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ କବଜାକୁ ନେଲା ଆମେରିକା। ରାତିରେ ଏୟାରଷ୍ଟ୍ରାଇକ୍ କରିଥିଲା। ସୋସିଆଲ ମିଡିଆରେ…

ବଢ଼ୁଛି ବାଂଲାଦେଶରେ ହିନ୍ଦୁ ବିରୋଧୀ ବର୍ବରତା

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଓ ବର୍ବରତା ସୀମା ପାର୍ କଲାଣି। ଆଉ ଜଣେ ହିନ୍ଦୁ ଖୋକନ ଦାସଙ୍କୁ ବର୍ବୋରୋଚିତ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ହିନ୍ଦୁ ବ୍ୟବସାୟୀ…

ଦୁଷ୍କର୍ମ କରି ଛାତରୁ ଫିଙ୍ଗି ହତ୍ୟା- ବୁଲନ୍ଦସରରେ ଅଭିଯୁକ୍ତଙ୍କୁ ପୁଲିସର ଏନକାଉଣ୍ଟର

୬ ବର୍ଷର ଝିଅକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୁକ୍ତକୁ ପୁଲିସ କଲା ଏନକାଉଣ୍ଟର। ବୁଲନ୍ଦସହର ଜିଲ୍ଲାର ସିକନ୍ଦରାବାଦ ଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ପୁଲିସ ଓ…

ବାଂଲାଦେଶୀ କ୍ରିକେଟରଙ୍କୁ କିଣି ଅକଳରେ KKR- ବିବାଦରେ ଶାହାରୁଖ!

ଆଇପିଏଲରେ ବାଂଲାଦେଶୀ କ୍ରିକେଟରଙ୍କୁ କିଣି ବିବାଦରେ ଶାହାରୁଖ ଖାନ୍। ଶାହାରୁଖଙ୍କ ମାଲିକାନାରେ ଥିବା କେକେଆର୍ ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରେହେମାନଙ୍କୁ ୯ କୋଟିରେ କିଣିଛି। ବାଂଲାଦେଶରେ ହିନ୍ଦୁଙ୍କ…

ପବିତ୍ର ମାଘମେଳା- ସନାତନ ପରମ୍ପରା ଓ ଆସ୍ଥାର ଆଧାର

ଆଜିଠୁ ଆରମ୍ଭ ହେଲା ମାଘମେଳା। ଶ୍ରଦ୍ଧାଳୁ ଆସ୍ଥାର ବୁଡ଼ ପକାଇଛନ୍ତି। ତ୍ରିବେଣୀ ସଙ୍ଗମରେ ପ୍ରୟାଗରାଜରେ ୪୪ ଦିନିଆ ମାଘମେଳାର ଶୁଭାରମ୍ଭ ହୋଇଛି। ପୌଷପୂର୍ଣ୍ଣିମାରେ ପ୍ରଥମ ସ୍ନାନ ପର୍ବରେ…

ଧାନସଂଗ୍ରହରେ ସ୍ୱଚ୍ଛତା ପାଇଁ ପଞ୍ଜିକୃତ ଜମିର ଉପଗ୍ରହ ମାଧ୍ୟମରେ ସର୍ବେକ୍ଷଣ

ରାଜ୍ୟରେ ବର୍ତ୍ତମାନ ଖରିଫ୍‌ ଧାନସଂଗ୍ରହ ଜାରି ରହିଛି । ଧାନ ବିକ୍ରୟ ପାଇଁ ପଞ୍ଜିକୃତ ଚାଷୀ ପ୍ରଦାନ କରିଥିବା ସେମାନଙ୍କ ଚାଷଜମିର ବିବରଣୀକୁ ଆଧାର କରି ଉପଗ୍ରହ…

ଭିଜିଲାନ୍‌ସ ବିଭାଗ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭିଜିଲାନ୍‌ସ ବିଭାଗ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଓଡିଶାକୁ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ କରିବା ପାଇଁ ଅଭିଯାନ ଜାରି ରହୁ- ଭିଜିଲାନ୍‌ସ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ। ଗତ ୨୦…