Latest News

ଛତ୍ରପତି ସମ୍ଭାଜୀ ନଗର ଜିଲ୍ଲୋର ଚାଂଚଲ୍ୟ, ଗୋଟିଏ ପରିବାରର ତିନି ଜଣ ଙ୍କ ଆତ୍ମହତ୍ୟା

ମୁମ୍ବାଇ : ଛତ୍ରପତି ସମ୍ଭାଜିନଗର ଜିଲ୍ଲାର ବଲ୍ଡ ଗ୍ରାମେର ଗୋଟିଏ ପରିବାରର ତିନି ଜଣ ଆତ୍ମହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟେର ଏକ ଚାରି ବଷର୍ର ଶିଶୁ ମଧ୍ୟ ଅଛି । ଏ ସମ୍ପକର୍ରେ ସୂଚନା ପାଇବା ମାତ୍ରେ ସାତାରା ପୋଲିସ ଷ୍ଟେସନର ପୋଲିସ ଟିମ୍ ମୃତେଦହ ଉଦ୍ଧାର କରି ପୋଷ୍ଟମଟର୍ମ ପାଇଁ ହସ୍ପିଟାଲକୁ ପଠାଇଛନ୍ତି ।

ଶୁକ୍ରବାର ସକାଳ ୧୦ ଟା ରେ ଛତ୍ରପତି ସମ୍ୱାଜି ନଗରେର ବଲ୍ଡ ଗ୍ରାମ ନିବାସୀ ମୋହନ ପ୍ରତାପ ଡଙ୍ଗର (୨୮) ଙ୍କ କବାଟ ଖୋଲି ନ ଥିବାରୁ ପେଡାଶୀମୋନ ସେନ୍ଦହ ପ୍ରକଟ କରିଥେଲେ । ଏହା ପେର ପେଡ଼ାଶୀମୋନ ଗାଁର ନ୍ୟାୟ ସରପଞ୍ଚ ସଞ୍ଜୟ ଜାଲେକ ଏବଂ ପୋଲିସକୁ ସୂଚନା ଦେଇଥେଲେ । ଏହା ପେର ପୋଲିସ ଘଟଣାସ୍ଥଳେର ପହଂଚି ଘରର କବାଟ ଭାଙ୍ଗି ଦେଇଥିଲା, ତା’ପେର ଘର ଭିତେର ତିନିଟି ମୃତେଦହ ସମାନ ଦଉଡେିର ଛାତ ଉପେର ଝୁଲୁଥିବାର ଦେଖାଯାଇଥିଲା । ଏହା ପେର ପୋଲିସ ଘଟଣାସ୍ଥଳରୁ ସମସ୍ତ ତେିନାଟି ମୃତେଦହ ଉଦ୍ଧାର କରି ପୋଷ୍ଟମଟର୍ମ ପାଇଁ ପଠାଇଥିଲା । ଏହି ଘଟଣୋର ମୃତ ବ୍ୟକ୍ତିଙ୍କ ନାମ ମୋହନ ପ୍ରତାପ ଡଙ୍ଗର (୨୮), ତାଙ୍କ ପତ୍ନୀ ପୂଜା ମୋହନ ଡଙ୍ଗର (୨୪) ଏବଂ ଶ୍ରେୟା ମୋହନ ଡଙ୍ଗର (୪) ବୋଲି ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button