Daily News

ମାନବାଧିକାର ଦିବସରେ ମାନବତାର ମନ୍ତ୍ର- ବାସ୍ତବତା କେତେ ?

ଆଜି ବିଶ୍ୱମାନବାଧିକାର ଦିବସ। ଡିସେମ୍ୱର ୧୦ରେ ପ୍ରତିବର୍ଷ ଏହା ପାଳନ କରାଯାଏ। ଜାତିସଂଘ ଦ୍ୱାରା ଘୋଷିତ ଏହି ତାରିଖ ଲୋକଙ୍କ ଅଧିକାରକୁ ମହତ୍ତ୍ୱ ଓ ତାକୁ ରକ୍ଷା…

ମହାନଦୀ ପାଇଁ କମିଟି- ରାଜନୈତିକ ସମାଧାନ ସହଜ କି ?

ମହାନଦୀ ଜଳବିବାଦ କେବେ ତୁଟିବ। ଟ୍ରିବ୍ୟୁନାଲରେ ଆଉ କେତେ ଦିନ ଗଡ଼ିବ। ଏଭଳି ଅନିଶ୍ଚିତତା ଓ ଆଶଙ୍କାକୁ ଦେଖି ସରକାର ସବୁଦଳକୁ ବିଶ୍ୱାସକୁ ନେଇ ଏକ କମିଟି…

ରିଲେସନସିପରେ ଫସାଇ ଲୁଟିନେଲେ ଡିଏସପି

ପ୍ରେମ ଆଳରେ ଲୁଟିନେଲେ ଡିଏସପି। ବ୍ୟବସାୟୀଙ୍କୁ ପ୍ରେମ ଜାଲରେ ପକାଇ ଅଢ଼େଇ କୋଟି ଟଙ୍କା, ଡାଇମଣ୍ଡ ରିଂ, ସୁନା ଚେନ୍‌, ଗାଡ଼ି ନେଇଗଲେ। ଏପରିକି ହୋଟେଲର ରେଜିଷ୍ଟ୍ରି…

ଟଳିଲା ଇଣ୍ଡିଗୋ ସଙ୍କଟ- କେନ୍ଦ୍ରର ଅସହାୟତାକୁ ଅଦାଲତଙ୍କ ଅଙ୍ଗୁଳି

ଇଣ୍ଡିଗୋ ସଙ୍କଟ ଧୀରେ ଧୀରେ ସୁଧୁରୁଛି। ଟ୍ରାକକୁ ଫେରୁଛି ଇଣ୍ଡିଗୋ। ଇଛାକୃତ ତୃଟି ଲାଗି ଇଣ୍ଡିଗୋ ବିରୁଦ୍ଧରେ ସରକାର ବି କଡ଼ା କାର୍ଯାନୁଷ୍ଠାନ ନେଲେଣି। ୧୦ ପ୍ରତିଶତ…

ବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ।

ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସାରସ୍ୱତ ସାଧକ ଓ ସମ୍ପାଦକ ।…

ପୂର୍ବତନ ସିଜେଆଇଙ୍କୁ ଜୋତା ଫିଙ୍ଗିଥିବା ରାକେଶଙ୍କୁ ଚପଲମାଡ଼

ପୂର୍ବତନ ସିଜେଆଇ ଜଷ୍ଟିସ ବିଆର ଗଭାଇଙ୍କ ଉପରକୁ ଜୋତା ପିଙ୍ଗିଥିବା ଓକିଲ ହେଲେ ହଟ୍ଟହଟା। ଓକିଲ ରାକେଶ କିଶୋରଙ୍କୁ ଆଜି କୋର୍ଟ ପରିସରରେ ଚପଲରେ ପିଟିଛନ୍ତି ଜଣେ…

କେନ୍ଦ୍ରକୁ ଦିଦିଙ୍କ ଚେତାବନୀ- ଏନଆରସି କରାଇବାକୁ ଦେବିନି

ଯାହା କରିବା କଥା କର। କିନ୍ତୁ ପଶ୍ଚିମବଙ୍ଗରେ ଏନଆରସି ଲାଗୁ କରିବାକୁ ଦେବିନି। ଏସଆଇଆର ବିରୁଦ୍ଧରେ କୁଚବିହାରରେ ହୋଇଥିବା ରାଲିରେ ସାମିଲ୍ ହୋଇ କେନ୍ଦ୍ରକୁ ଏଭଳି ଚେତାବନୀ…

ମାଡ୍ରାସ ହାଇକୋର୍ଟ ବିଚାରପତିଙ୍କ ବିରୁଦ୍ଧରେ ମହାଅଭିଯୋଗ ପ୍ରସ୍ତାବ

ମାଡ୍ରାସ ହାଇକୋର୍ଟ ବିଚାରପତିଙ୍କ ବିରୁଦ୍ଧରେ ମହାଅଭିଯୋଗ ପ୍ରସ୍ତାବ। ଡିଏମକେ ଓ ସହଯୋଗୀ ଦଳ ବାଚସ୍ପତିଙ୍କୁ ଦେଲେ ନୋଟିସ୍। ନ୍ୟାୟପାଳିକା ଓ ତାମିଲନାଡ଼ୁ ସରକାର ଭିତରେ ଚାଲିଥିବା ବିବାଦ…

ଗୋଆ ନାଇଟ୍ କ୍ଲବ ଅଗ୍ନିକାଣ୍ଡ- ବିଦେଶକୁ ଛୁ ମାରିଲେ ମାଲିକ

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ଜୀବନ ଗଲା। ଏହି ଅଗ୍ନିକାଣ୍ଡ ଲାଗି ଦାୟୀ କିଏ। କାହାର ଅବହେଳାରୁ ଏତେ ବଡ଼ ଅଘଟଣ ଘଟିଲା। ଆବଶ୍ୟକୀୟ…

ଇଣ୍ଡିଗୋ ସଙ୍କଟ- ମନମାନିକୁ ନେଇ ହଙ୍ଗାମା

ଇଣ୍ଡିଗୋରେ ଅପରେସନାଲ ଡିଜାଷ୍ଟର। ଆଜି ବି ବାତିଲ ସଙ୍କଟ ଜାରି ରହିଛି। ଲଗାତାର ୮ ଦିନରେ ବି ପରିସ୍ଥିତି ସ୍ୱାଭାବିକ ହୋଇପାରୁନି। ଆଜି ବି ଶତାଧିକ ଫ୍ଲାଇଟ୍…

ନିର୍ବାଚନୀ ସଂସ୍କାର- ସଂସଦରେ ବଡ଼ ବିତର୍କ

ନିର୍ବାଚନୀ ସଂସ୍କାର ନେଇ ଲୋକସଭାରେ ବଡ଼ ବିତର୍କ। ମତଦାନର ହକ୍, ମତଦାନକୁ ବିଭ୍ରାନ୍ତ, ଇଭିଏମର ବିଶ୍ୱସନୀୟତା, ଭୋଟର ତାଲିକାରେ ନାଁ, ଚାନ୍ଦା ଉପରେ ଲଗାମ, ଅର୍ଥ ଓ…

ବାର୍ କାଉନସିଲ ନିର୍ବାଚନ- ମହିଳାଙ୍କ ପ୍ରତିନିଧିତ୍ୱ ପାଇଁ ୩୦ ପ୍ରତିଶତ ସଂରକ୍ଷଣ

ରାଜ୍ୟ ବାର୍ କାଉନସିଲ ନିର୍ବାଚନରେ ଏଣିକି ମହିଳାଙ୍କ ଲାଗି ରହିବ ୩୦ ପ୍ରତିଶତ ସ୍ଥାନ ସଂରକ୍ଷଣ। ମହିଳା ଆଇନଜୀବିଙ୍କୁ ନେଇ ବଡ଼ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଯେଉଁ…