Daily News

ପୁରୀରେ ଦୁଇ ଦିନିଆ ଗ୍ଲୋବାଲ ଏନର୍ଜି ସମିଟ୍ ।

ଓଡ଼ିଶା ଏବେ ବି ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ । ରାଜ୍ୟ ସରକାର ଗତ ଦେଢ଼ ବର୍ଷ ମଧ୍ୟରେ ଅକ୍ଷୟ ଶକ୍ତିକୁ ଅଧିକ ଗୁରୁତ୍ବ ଦେଉଛନ୍ତି।…

କନ୍ଦାଇଲାଣି ଇଣ୍ଡିଗୋ- ଯାତ୍ରୀଙ୍କ ହୋଟେଲ, ଏୟାରପୋର୍ଟ ଟ୍ରାନ୍ସପୋର୍ଟ ଖର୍ଚ୍ଚ ବହନ କରିବ!

ଆଉ ଇଣ୍ଡିଗୋରେ କଦାପି ଯିବୁନି। ଅନ୍ତତଃ ଆମ ଲଗେଜ୍ ଦେଇଦିଅ। ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଜଣେ ମହିଳା ଯାତ୍ରୀ କାନ୍ଦି କାନ୍ଦି ଏଭଳି କହିଛନ୍ତି। ଟଙ୍କା ରିଫଣ୍ଡ…

ବହିରେ ଏବେ ବି ଲର୍ଡ ଶବ୍ଦ କାହିଁକି ରହୁଛି- ସୁଜିତ କୁମାର

ଲର୍ଡ ଶବ୍ଦ ବ୍ରିଟିଶ ଶାସନକୁ ମନେ ପକାଉଛି। ଏବେ ବି କାହିଁକି ଏହି ଶବ୍ଦ ଏନସିଆରଟି ପୁସ୍ତକ ଓ ଅଫିସିଆଲ ଦସ୍ତାବିଜ ଓ ୱେବସାଇଟରେ ରହୁଛି।  ଦେଶ…

ରୋହିଙ୍ଗ୍ୟାଙ୍କୁ ରେଡ୍ କାର୍ପେଟରେ ସ୍ୱାଗତ କରିବା କି – ମନ୍ତବ୍ୟକୁ ପ୍ରତିବାଦ କରି ସିଜେଆଇଙ୍କୁ ଖୋଲା ଚିଠି

ଅନୁପ୍ରବେଶକାରୀଙ୍କୁ କଅଣ ରେଡ୍ କାର୍ପେଟ ପକାଇ ସ୍ୱାଗତ କରିବା କି। ଭାରତରେ ଅବୈଧ ଭାବେ ରହୁଥିବା ରୋହିଙ୍ଗ୍ୟା ବାଂଲାଦେଶୀଙ୍କ ବାବଦରେ ଏଭଳି କଡ଼ା ଟିପ୍ପଣୀ ଦେଇଥିଲେ ସୁପ୍ରିମକୋର୍ଟର…

ଇଣ୍ଡିଗୋ ସଙ୍କଟରେ ଟିକଟ ଦର : ଲକ୍ଷେ ଟପିଲା ଡୋମେଷ୍ଟିକ ଫ୍ଲାଇଟ୍- ଲଣ୍ଡନ ଓ ନ୍ୟୁୟର୍କ ଟିକଟ ଦରର ଦୁଇଗୁଣା

ବିପତ୍ତି ବେଳେ ବ୍ଲାକମେଲିଂ। ଟିକଟ ଦର ହେଲା ବେକାବୁ। ଦେଶର ସବୁଠୁ ବଡ଼ ଏୟାରଲାଇନ୍ସ ଇଣ୍ଡିଗୋର ଶତାଧିକ ଫ୍ଲାଇଟ୍‌ ଅହେତୁକ ବିଳମ୍ୱ ଓ ବାତିଲ୍ ହୋଇଛି। ଆଜି…

ମୋଦି ପୁଟିନ ଚାଲ୍- ପାକିସ୍ତାନରୁ ନେଇ ଆମେରିକା ବେହାଲ୍!

ଭାରତ ଓ ଋଷିଆ ଭିତରେ ବନ୍ଧୁତା ଅତୁଟ ରହିଆସିଛି ଓ ଏହା ରହିବ। ଭାରତ ନ୍ୟୁଟ୍ରାଲ ନୁହେଁ, କିନ୍ତୁ ସବୁବେଳେ ଶାନ୍ତି ସପକ୍ଷରେ। ପୁଟିନଙ୍କ ସହ ଆଲୋଚନାରେ…

ଲାଂଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଫରେଷ୍ଟର

୫ ହଜାର ଲାଂଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ଫରେଷ୍ଟର ଗୌରାଙ୍ଗ ସାହୁ l ବନ୍ଧବାହାଲ ଅଂଚଳ ରେ ଗଛ…

ଇଣ୍ଡିଗୋ ଫ୍ଲାଇଟ୍ ବାତିଲ- ଯାତ୍ରୀ ହନ୍ତସନ୍ତ- ସମସ୍ୟା ଟାଳିବାକୁ ସରକାର ଡାକିଲେ ବୈଠକ

ଗୋଟିଏ ପରେ ଗୋଟିଏ ଫ୍ଲାଇଟ୍ ବାତିଲ ହେବାରେ ଲାଗିଛି। ଗଲା ୨୦ ବର୍ଷ ଭିତରେ ଏତେ ସଂଖ୍ୟକ ଫ୍ଲାଇଟ୍ ବାତିଲ କେବେ ହୋଇନଥିଲା। ଯାହା ଗଲା ତିନି…

ଫେବୃଆରୀ 19ରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ।

ଫେବୃଆରୀ 19 ରୁ ଆରମ୍ଭ ହେବ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ।ରେଗୁଲାର, ଏକ୍ସ ରେଗୁଲାର ଓ ମଧ୍ୟମା ଛାତ୍ରଛାତ୍ରୀ ଙ୍କ ପାଇଁ ପରୀକ୍ଷା ସୂଚୀ ଆଜି…

ପରିଚାଳନା ସଙ୍କଟ ବେଳେ ଇଣ୍ଡିଗୋକୁ ଡିଜିସିଏର ଆଶ୍ୱସ୍ତି- ସାପ୍ତାହିକ ବିଶ୍ରାମ ନିଷ୍ପତ୍ତି ହେଲା ପ୍ରତ୍ୟାହାର

ଇଣ୍ଡିଗୋ ଫ୍ଲାଇଟ୍ ରଦ୍ଦ ନେଇ ଡିଜିସିଏ ବଡ଼ ନିଷ୍ପତ୍ତି ନେଲା। ସାପ୍ତାହିକ ଛୁଟି ବଦଳରେ କୌଣସି ଛୁଟି ଦିଆଯିବନି ବୋଲି ପୂର୍ବରୁ କୁହାଯାଇଥିଲା। ରୋଷ୍ଟର ଡ୍ୟୁଟି ଆଦେଶକୁ…

ଗୃହ ବିଭାଗର ଅତିରିକ୍ତ ଅନୁଦାନ ଦାବି ||

ଗୃହ ବିଭାଗର ଅତିରିକ୍ତ ଅନୁଦାନ ଦାବି ଆଲୋଚନା ଅବସରରେ ଏ ପବିତ୍ର ଗୃହର ମାନ୍ୟବର ସଦସ୍ୟ ଓ ସଦସ୍ୟାଗଣ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ବନ୍ଧରେ ନିଜର…

ମୁଁ ବିଜେପିର ସୋନିଆ ଗାନ୍ଧୀ – ମୋତେ ଭୋଟ ଦିଅନ୍ତୁ

ବିଜେପିର ସୋନିଆ ଗାନ୍ଧୀ। ଭୁଲ୍ କହୁନୁ। କଂଗ୍ରେସର ସୋନିଆ ଗାନ୍ଧୀ ପୁଣି ବିଜେପିର କେତେବେଳେ ହୋଇଗଲେ। ଶୁଣିବାକୁ ଓ ପଢ଼ିବାକୁ ଖଟକା ଲାଗିପାରେ। ହେଲେ ଏହା ସତ।…