ଆପଲ କମ୍ପାନୀକୁ ପୁଣି ଧମକାଇଲେ ଟ୍ରମ୍ପ

ଆପଲ କମ୍ପାନୀକୁ ପୁଣି ଧମକାଇଲେ ଟ୍ରମ୍ପ। ଆପଲ କମ୍ପାନୀର ସିଇଓ ଟିମ୍ କୁକ୍ ଙ୍କୁ ପୁଣି ନାଲିଆଖି ଦେଖାଇଲେ ଟ୍ରମ୍ପ। ଆଇ ଫୋନ୍ ଯାହା ଆମେରିକାରେ କମ୍ପାନୀ ବିକୁଛି ତାହା କେବଳ ଆମେରିକାରେ ତିଆରି ହେବା ଦରକାର। ଭାରତରେ କି ଆଉ କେଉଁଠି ବି ପ୍ରଡକ୍ସନ କରିବନି ଆପଲ୍। ଯଦି ଏମିତି ନହେବ, ଆପଲ ଫୋନରେ ଅତିକମରେ ୨୫ ପ୍ରତିଶତ ତାରିଫ ବୃଦ୍ଧି ହେବ ବୋଲି ତାଗିଦ୍ କରିଦେଇଛନ୍ତି ଟ୍ରମ୍ପ। ଏହାକୁ ଆପଲ କମ୍ପାନୀ ପୈଠ କରିବ। ଗଲା ୧୫ ତାରିଖରେ ଆପଲ ସିଇଓଙ୍କୁ ଚେତାଇ ଦେଇଥିଲେ ଯେ, ଆପଲ ଆଉ ଭାରତରେ ଆଇ-ଫୋନ୍ ତିଆରି ନ କରୁ। ଭାରତ ନିଜ କଥା ବୁଝିପାରିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *