ଇତିହାସ ରଚିଲେ ସିନ୍ ବେକର

ନୂଆଦିଲ୍ଲୀ ୦୪/୦୩: ୯୭ତମ ଏକାଡେମୀ ଆୱାର୍ଡସ୍ରେ ବାଜିମାତ କରିଛି ‘ଅନୋର’ । ଶ୍ରେଷ୍ଠ ଫିଲ୍ଲ, ଶ୍ରେଷ୍ଠେ ଅଭିନେତା ଏବଂ ଶ୍ରେଷ୍ଠ ନିର୍ଦ୍ଧେଶନା, ଶ୍ରେଷ୍ଠ ଚିତ୍ରନାଟ୍ୟ, ଶ୍ରେଷ୍ଠ ଏଡିଟିଂ ପ୍ରଭୃତି ୫ବର୍ଗର ପୁରସ୍କାର ଜିତିଛି । ଏହାସହ ମାଇକି ମାଡିସନ୍ ଶ୍ରେଷ୍ଠ ଅଭିନେତ୍ରୀ ପୁରଷ୍କାର ପାଇଥିବାବେଳେ ବାକି ସମସ୍ତ ପୁରସ୍କାର ହାତେଇଛନ୍ତି ସିନ୍ ବେକର । ଏଥିସହିତ ଗୋଟଏ ଫିଲ୍ଲ ଲାଗି ୪ଟି ଅସ୍କାର ପାଇ ଇତିହାସ ରଚିଛନ୍ତି ସେ । ଏହା ପୂର୍ବରୁ ୧୯୫୪ ମସିହାରେ ୱାଲ୍ଟ ଡିଜ୍ନି ଅସ୍କାର ସମାରୋହରେ ୪ଟି ପୁରସ୍କାର ଜିତିଥିଲେ । ଏଭଳି କ୍ଷେତ୍ରରେ ନିଜକୁ ସିନେ ରେକର୍ଡ କରିଛନ୍ତି ଅନୋର ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *