ଜିହାଦୀଙ୍କୁ ଆର୍ଥିକ ବହିଷ୍କାର ଲାଗି ଦସ୍ତଖତ ଅଭିଯାନ

ମୁସଲିମଙ୍କୁ ବୟକଟ୍ କରିବାକୁ ଅଭିଯାନ। ପହଲଗାମ ଆତଙ୍କି ଆକ୍ରମଣ ପରେ ୟୁପିର ଆଗ୍ରା କମଲାନଗରରେ ଏଏଚପି- ବଜରଙ୍ଗ ଦଳ ଦସ୍ତଖତ ଅଭିଯାନ କରିଛି। ମଦ୍ରାସା ସହ ସମସ୍ତ ଇସଲାମୀ ସଂସ୍ଥା ଓ ସଂଗଠନକୁ ବ୍ୟାନ୍ କରିବାକୁ ଏହି ଅଭିଯାନ ହୋଇଛି। ଏହା ସହ ମୁସଲମାନ ଓ ତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନକୁ ବହିଷ୍କାର ଲାଗି ଅପିଲ୍ କରିଛି। ହିନ୍ଦୁଙ୍କୁ ସୁରକ୍ଷିତ ସକାଶେ ଜିହାଦୀଙ୍କୁ ଆର୍ଥିକ ବହିଷ୍କାର କରିବାକୁ ପଡ଼ିବ ବୋଲି ଏହି ଦସ୍ତଖତ ଅଭିଯାନ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *