ଆଜି ୮ଟାରେ କଅଣ କହିବେ ମୋଦି..

ରାତି ୮ଟାରେ ଦେଶବାସୀଙ୍କୁ ସମ୍ୱୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଅପରେସନ ସିନ୍ଦୂରକୁ ନେଇ ଦେଇପାରନ୍ତି ବଡ଼ ବାର୍ତ୍ତା। ମେ ୧୦ରେ ଭାରତ-ପାକିସ୍ତାନ ଭିତରେ ଅସ୍ତ୍ରବିରତି ବୁଝାମଣା ହୋଇଥିଲା। ପହଲଗାଁଓ ଆତଙ୍କି ଆକ୍ରମଣର ୧୫ ଦିନ ପରେ ଅପରେସନ ସିନ୍ଦୂର ନାଁରେ ମେ ୭ରୁ ଆରମ୍ଭ ଅପରେସନରେ ପାକିସ୍ତାନ ଓ ପିଓକେରେ ଥିବା ୯ ଆତଙ୍କି ଠିକଣାକୁ ଧ୍ୱସ୍ତ କରିବା ସହ ଶହେରୁ ଅଧିକ ଆତଙ୍କବାଦୀଙ୍କୁ ମାରିଛି ଭାରତୀୟ ସେନା। ଡିଜିଏମଓ ସ୍ତରରେ ଆଲୋଚନାରୁ ଗଲା ଶନିବାର ସଂଧ୍ୟା ୫ଟାରୁ ଉଭୟ ରାଷ୍ଟ୍ର ଭିତରେ ଯୁଦ୍ଧରେ ଲାଗିଥିଲା ବ୍ରେକ୍।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *