ପୁଣି ସାଙ୍ଘାଇକୁ ଫେରିଲା କରୋନା କଟକଣା

Spread the love

ସାଙ୍ଘାଇ:ପୁଣି କରୋନା ଉତ୍ପତ୍ତି ସ୍ଥଳକୁ ଫେରିଲା କରୋନା। ଚୀନର ଅନ୍ୟତମ ସହର ସାଙ୍ଘାଇକୁ ପୁଣି ଫେରିଛି ମହାମାରୀ। ବିଗତ ତିନି ମାସର ସମସ୍ତ ରେକର୍ଡକୁ  ବୁଧବାର ସଂକ୍ରମଣ ପଛରେ ପକାଇ ଦେଇଛି। ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ସଜାଗ ହୋଇଛି। ସାଙ୍ଘାଇର ବହୁ ସ୍କୁଲକୁ ବନ୍ଦ କରାଯାଇଛି।

ସର୍ବସାଧାରଣ ସ୍ଥାନରେ କଟକଣା ଜାରି କରିଛି ପ୍ରଶାସନ। ମାତ୍ର ଅଳ୍ପ ଦିନରେ ସାଙ୍ଘାଇରେ ଏକ  ରାଜନୈତିକ ସମାବେଶ ହେବାକୁ ଥିବା ବେଳେ କରୋନା ସଂକ୍ରମଣ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି। ଚୀନର ୩ ଥରର ରାଷ୍ଟ୍ରପତି ସି ଜିନପିଙ୍ଗ ପୁନର୍ବାର ଶାସନ ଗାଦିକୁ ଆସିବାକୁ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା। ବୁଧବାର ସାଂଘାଇରୁ ୪୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ଜୁଲାଇ ମାସଠାରୁ ସର୍ବାଧିକ ସଂକ୍ରମଣ ବୋଲି ରେକର୍ଡ କରାଯାଇଛି। ତେଣୁ ଆଗକୁ ପୁଣି ସଂକ୍ରମଣ ବ୍ୟାପିବା ଆଶଙ୍କାରେ ପ୍ରଶା

Leave a Reply

Your email address will not be published. Required fields are marked *