ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ସାମାଜିକ ଗଣମାଧ୍ୟମରେ ରେଡ୍ ସ୍ପାଇଡର ନେବୁଲା(ଧୂଳି ଏବଂ ବାଷ୍ପର ଏକ ବଡ଼ ବାଦଲ, ଯାହା ମହାକାଶରେ ତାରାମାନଙ୍କ ମଧ୍ୟରେ ଭାସମାନ ଅବସ୍ଥାରେ ରହିଥାଏ)ର ଫଟୋ ଶେୟାର କରିଛି। ରେଡ୍ ସ୍ପାଇଡର ନେବୁଲାର ଏହି ଫଟୋ ବେଶ୍ ଆକର୍ଷଣୀୟ ହୋଇଛି। ଏହି ନେବୁଲା ପୃଥିବୀଠାରୁ ୩୦୦୦ ଆଲୋକବର୍ଷ ଦୂରରେ ରହିଛି। ଏହା ସବୁଠୁ ଗରମ ତାରାମାନଙ୍କ ମଧ୍ୟରୁ ଗୋଟିଏ। ଏହି ଫଟୋ ଲୋକମାନଙ୍କୁ ବହୁତ ପସନ୍ଦ ଆସିଛି। ଏହାକୁ ୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now