ପୁଣି ଚନ୍ଦ୍ର ଅଭିଯାନ

Spread the love

ଆମେରିକୀୟ ଗବେଷଣା ସଂସ୍ଥା ନାସାର ବହୁ ପ୍ରତୀକ୍ଷିତ ପୁଣି ଚନ୍ଦ୍ର ଅଭିଯାନ। ଚନ୍ଦ୍ରକୁ ପୁଣି ମଣିଷ ପଠାଇବା ଲାଗି ଆମେରିକୀୟ ମହାକାଶ ଗବେଶଣା ସଂସ୍ଥା ନାସା ଆରମ୍ଭ କରିଛି ଏହି ପ୍ରକ୍ରିୟା। ଏହି ଅଭିଯାନ ପାଇଁ ଫ୍ଲୋରିଡାର କେନେଡି ସ୍ପେଶ୍ ସେଣ୍ଟରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୯୮ ମିଟର ଉଚ୍ଚର ଶକ୍ତିଶାଳୀ ସ୍ପେଶ ଲଂଚ ସିଷ୍ଟମ ରକେଟ୍ ଦ୍ୱାରା ଉତକ୍ଷେପଣ ହେବ। ଏଥିରେ ମଣିଷ ବଦଳରେ ୩ଟି ମାନେକୁଇନ ବା ପିତୁଳା ପଠାଯିବ। ତେଜସ୍କ୍ରିୟ ବିକିରଣ ଓ କଂପନର ମାତ୍ରା ସମ୍ପର୍କରେ ଅନୁଧ୍ୟାନ କରିବ। ପରବର୍ତ୍ତୀ ଦୁଇ ମିଶନରେ ଚନ୍ଦ୍ର କକ୍ଷକୁ ଯିବେ ମହାକାଶଚାରୀ। ରକେଟ୍ ସ୍ପେଶ୍  ସିଷ୍ଟମ ଇଂଜିନରେ ତ୍ରୁଟି ଯୋଗୁଁ ସ୍ଥଗିତ ରହିଥିଲା ମିଶନ୍।

Leave a Reply

Your email address will not be published. Required fields are marked *