ରାଜସ୍ଥାନର ନାଥଦ୍ୱାରା ସ୍ଥିତ ଶ୍ରୀନାଥଜୀ ମନ୍ଦିରରେ ଦର୍ଶନ ଓ ପୂଜା କଲେ ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ରାଜସ୍ଥାନର ନାଥଦ୍ୱାରା ସ୍ଥିତ ଶ୍ରୀନାଥଜୀ ମନ୍ଦିରରେ ଆଜି ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ସେ ମନ୍ଦିରର ପୂଜକମାନଙ୍କ ସହ ଆଲୋଚନା କରିବା ସହ ଭଗବାନ ଶ୍ରୀନାଥଙ୍କୁ ‘ଭେଟ ପୂଜା’ ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ନାଥଦ୍ୱାରାରେ ଭଗବାନ ଶ୍ରୀନାଥଜୀଙ୍କ ଦର୍ଶନ ଓ ଆଶୀର୍ବାଦର ସୌଭାଗ୍ୟ ପ୍ରାପ୍ତ ହେଲା । ତାଙ୍କ ଠାରେ ଦେଶବାସୀଙ୍କ ଉତମ ସ୍ୱାସ୍ଥ୍ୟ ଓ କଲ୍ୟାଣ କାମନା କଲି ।”

Leave a Reply

Your email address will not be published. Required fields are marked *