ଘଟଣାଜାତୀୟ

ପୁଣି ସ୍ପାଇସଜେଟ୍ ବିମାନର ଜରୁରୀ କାଳିନ ଅବତରଣ, ଦେଖନ୍ତୁ ଭିଡିଓ

ସ୍ପାଇସଜେଟ୍ ବିମାନର ଜରୁରୀ କାଳିନ ଅବତରଣ l ଦିଲ୍ଲୀରୁ ଜବଲପୁର ଯାଉଥିବା ସମୟରେ ଆଜି ସକାଳେ ଏକ ସ୍ପାଇସଜେଟ୍ ବିମାନରେ ଯାତ୍ରୀମାନେ କ୍ୟାବିନରେ ଧୂଆଁ ଅନୁଭୂତ କରିବା ପରେ ବିମାନର ଜରୁରୀ କାଳିନ ଅବତରଣ କରାଯାଇ ସୁରକ୍ଷିତ ଭାବେ ଦିଲ୍ଲୀ ବିମାନବନ୍ଦରକୁ ଫେରି ଆସିଛି l 5000 ଫୁଟ ଅତିକ୍ରମ କରିବା ପରେ କ୍ୟାବିନରେ ଧୂଆଁ ଅନୁଭୂତ ହୋଇଥିଲା l ଯାତ୍ରୀମାନେ ନିରାପଦରେ ଅବତରଣ କରିଥିବା ସ୍ପାଇସଜେଟ୍ ମୁଖପାତ୍ର ସୂଚନା ଦେଇଛନ୍ତି l

Related Articles

Leave a Reply

Your email address will not be published.

Back to top button