ନୂଆଦିଲ୍ଲୀ : ନୂଆ ସଂସଦର ଉଦ୍ଘାଟନ ସମାରୋହରେ କଂଗ୍ରେସର ବର୍ଜନ ଓ ସେଂଗୋଲ ଉପରେ ଉଠାଯାଇଥିବା ପ୍ରଶ୍ନ ଉପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓଲଟା ଜବାବ କରି ତାଙ୍କୁ ହିନ୍ଦୁ ବିରୋଧୀ କହିଥିଲେ । ସ୍ମୃତି ଇରାନୀ କହିଥିଲେ ଯେ କଂଗ୍ରେସର ହତାଶା ସ୍ରଷ୍ଟ ଭାବେ ଦେଖାଯାଉଛି । ସେଂଗୋଲ ଧର୍ମର ଦଣ୍ଡ ଅଟେ, ତାହା ପ୍ରତୀକ ସଂବୈଧାନି ପ୍ରଣାଳୀର, ଭାରତର ଲୋକତାନ୍ତ୍ରିକ ବ୍ୟବସ୍ଥାର ବିଶିଷ୍ଟ ଅଙ୍ଗ ଅଟେ । ଗାନ୍ଧୀ ପରିବାର ସେହି ସେଂଗୋଲକୁ ଅନ୍ଧାରିଆ କଣରେ ନେହରୁଜୀଙ୍କ ଏକ ବାଡ଼ି ରୂପେ ଅନେକ ବର୍ଷ ପର୍ଯ୍ୟନ୍ତ ସଂଗ୍ରହାଳୟରେ ରଖିଥିଲା । ଐତିହାସିକ ସେଂଗୋଲକୁ ନୂଆ ସଂସଦରେ ସ୍ଥାପିତ କରି ଇତିହାସର ପୃଷ୍ଠାକୁ ସମସ୍ତଙ୍କ ପାଇଁ ଉଜାଗାର କରାଯାଉଛି । ସେ ଆହୁରି କହିଥିଲେ ଯେ ଗାନ୍ଧୀ ପରିବାର ଏବେ ଔପନିବେଶିକ ମାନସିକତାରେ ଲିପ୍ତ ଅଟେ । ସେ ରାଜନୀତିକୁ ପରିବାର ନୀତି ମାନନ୍ତି । ସରକାରର ହସ୍ତାନ୍ତରଣର ଏହି ପରମ୍ପରାକୁ ସଂବିଧାନିକ ଧରା ଉପରେ ଏହି ପ୍ରତୀକ ବିଶେଷ ମହତ୍ୱ ରଖେ । କିନ୍ତୁ ବିରୋଧ କରିବା କଂଗ୍ରେସ ଇତିହାସର ଏହି ପୃଷ୍ଠାକୁ ବର୍ତମାନରେ ଉଜାଗର କରିବାର ସରକାରର ଏହି ପ୍ରୟାସ ଉପରେ ରାଜନୀତି କରିବା ତାଙ୍କ ଚରିତ୍ର ଅଟେ ।
Read Next
17 hours ago
ନାହିଁ ନାହିଁ ରେ ଚାଲିଛି ସ୍ୱାସ୍ଥ୍ୟ ସେବା, ଲିକ୍ୱିଡ଼୍ ଅଭାବରୁ ରକ୍ତ ନମୁନା ପରୀକ୍ଷା ବନ୍ଦ, ସାତ ଦିନ ହେବ ରୋଗୀ ସେବା ଠପ
2 days ago
ପାଲଲହଡ଼ା ଅଲେଖ ମହିମା ମଠ ନାଁ ରେ ମିଥ୍ୟା ଖବର ପ୍ରସାରଣ ପାଇଁ ପ୍ରତିବାଦ, ବିଡିଓ ଙ୍କୁ ଫେରାଦ ହେଲେ ଅଲେଖ ମହିମା ବାବା ଓ ଗ୍ରାମବାସୀ
4 days ago
ପାଲଲହଡ଼ା 49 ନମ୍ବର ଜାତୀୟ ରାଜପଥ ରେ ଦୁର୍ଘଟଣା, ଅଜଣା କାର କୁ ଧକ୍କା ଦେଲା ଵାଇକ ଦୁଇ କଲେଜ ଛାତ୍ର ଛାତ୍ରୀ ଗୁରୁତର
19/08/2023
ଚନ୍ଦ୍ରଯାନ-3 ଡି-ବୁଷ୍ଟିଂ ପ୍ରକ୍ରିୟା ଶେଷ :ଲ୍ୟାଣ୍ଡର ହେଲା ସ୍ୱୟଂଚାଳିତ ମୋଡ୍
11/08/2023
ଶିକୁଳିରେ ବନ୍ଧା ଜୀବନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତାର ହାତ ବଢ଼ାଇଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ
10/08/2023
ବିଶ୍ୱ ଆଦିବାସୀ ଦିବସରେ ଗର୍ଜିଲେ ଆଦିବାସୀ , ବିଭିନ୍ନ ଦାବୀ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ହଜାର ହଜାର ଆଦିବାସୀ
08/08/2023
ଜିଲ୍ଲା ଛାତ୍ର କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : ଛାତ୍ରମାନଙ୍କ ଉପରେ ପୁଲିସର ଦମନଲୀଳାକୁ ନିନ୍ଦା
08/08/2023
ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବ ଆଲୋଚନା : ଜାଣନ୍ତୁ କଣ ମିଳିବ ସନ୍ଦେଶ!
Related Articles
Check Also
Close - ଖଣି-ମୋରମ ମାଫିଆ ସଞ୍ଜୟ ଖୁଣ୍ଟିଆ ସମେତ ୪ଜଣ ଗିରଫ07/08/2023