ଆଗାମୀ ଏସିଆନ୍ ଗେମ୍ସରେ ଭାରତୀୟ ପୁରୁଷ ଏବଂ ମହିଳା ଫୁଟବଲ ଦଳର ଅଂଶଗ୍ରହଣକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

Spread the love

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଏସିଆନ୍ ଗେମ୍ 2023 ରେ ଭାରତୀୟ ପୁରୁଷ ଓ ମହିଳା ଫୁଟବଲ ଦଳର ଅଂଶଗ୍ରହଣକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି।

ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନର ସଭାପତି ଶ୍ରୀ କଲ୍ୟାଣ ଚୌବେଙ୍କ ଟ୍ୱିଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ; ସମଗ୍ର ଭାରତରେ ଫୁଟବଲ ପ୍ରଶଂସକଙ୍କ ପାଇଁ ଖୁସି ଖବର! ଏହା ମଧ୍ୟ ଏହି କ୍ରୀଡ଼ାରେ ଆଗାମୀ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବ।

Leave a Reply

Your email address will not be published. Required fields are marked *