୫ ଦିନ ଧରି ମହିଳାଙ୍କୁ ଦୁଷ୍କର୍ମ କଲା ଦୁର୍ବୃତ୍ତ

୧୮ ବର୍ଷୀୟା ବେଲଜିୟମ ମହିଳାଙ୍କୁ ୫ ଦିନ ଧରି ଦୁଷ୍କର୍ମ କଲା ଦୁର୍ବୃତ୍ତ। ଆଉ ହାତ ବାନ୍ଧି ରାସ୍ତାରେ ଫଙ୍ଗିଦେଲେ। ଅଗଷ୍ଟ ୧୪ ତାରିଖର ଏହି ଘଟଣା। ପାକିସ୍ତାନର ସ୍ୱାଧୀନତା ଦିବସରେ ଏଭଳି ଜଘନ୍ୟ କାଣ୍ଡ ଭିଆଇଛି ପାକିସ୍ତାନୀ ଯୁବକ ତାମିଜୁଦ୍ଦିନ। ରାସ୍ତାରେ ହାତ ଓ ପାଟି ବନ୍ଧା ପୀଡ଼ିତାଙ୍କୁ ଉଦ୍ଧାର କରି ପୁଲିସ ଜାଣିବାକୁ ପାଇଥିଲା ଯେ, ତାଙ୍କୁ ୫ ଦିନ ଧରି ଅତ୍ୟାଚାର କରିଥିଲା ତାମିଜୁଦ୍ଦିନ୍।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *