ବାୟୁସେନାର ନୂଆ ମୁଖ୍ୟ ହେବେ ଏୟାର ମାର୍ଶଲ ଅମରପ୍ରୀତ ସିଂ

ବାୟୁସେନାର ନୂଆ ମୁଖ୍ୟ ହେବେ ଏୟାର ମାର୍ଶଲ ଅମରପ୍ରୀତ ସିଂ। ସେପ୍ଟେମ୍ବର ୩୦ ତାରିଖରେ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ବିବେକ ରାମ ଚୌଧୁରୀ ଅବସର ନେବା ପରେ ଏୟାର ମାର୍ଶଲ ଅମରପ୍ରୀତ ସିଂଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବ । ଏବେ ବାୟୁସେନାର ଉପମୁଖ୍ୟ ଭାବେ କାମ କରୁଛନ୍ତି ଅମରପ୍ରୀତ ସିଂ। ଅମରପ୍ରୀତ ସିଂ ଫେବୃଆରୀ ୨୦୨୩ରୁ ଭାରତୀୟ ବାୟୁ ସେନାର ୪୭ତମ ଉପମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି। ୧୯୮୪ରୁ ସେ ଭାରତୀୟ ସେନାରେ ରହିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *