ବଜେଟ୍ ପୂର୍ବରୁ ଶସ୍ତା ହେଲା ଏଲପିଜି ସିଲିଣ୍ଡର । ୭ଟଙ୍କା ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର । ଆଜିଠୁ ଲାଗୁ ହେଲା ନୂଆ ଦାମ୍ । ଅଏଲ ମାର୍କେଟିଙ୍ଗ କମ୍ପାନୀ ଦ୍ବାରା ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ୍ କମିଯାଇଛି । ପୂର୍ବରୁ କମର୍ସିଆଲ ସିଲିଣ୍ଡର ଦାମ ୧୮୦୭ ଟଙ୍କା ଥିବା ବେଳେ ଏବେ ୭ଟଙ୍କା ଘଟି ୧୭୯୭ ଟଙ୍କା ରହିଛି ।
ସେପଟେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ ଅପରିବର୍ତ୍ତିତ ରହିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now