ୟୁପିଏସସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନୀ। ବ୍ୟକ୍ତିଗତ କାରଣ ଯୋଗୁଁ ଇସ୍ତଫା ଦେଇଛନ୍ତି ମନୋଜ । ଏହି ଇସ୍ତଫା ପତ୍ର ସେ ରାଷ୍ଟ୍ରପତିଙ୍କୁ ପଠାଇଛନ୍ତି । ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସେ କହିଛନ୍ତି ।୨୦୨୯ରେ ମନୋଜଙ୍କ କାର୍ୟ୍ୟକାଳ ସରୁଥିବା ବେଳେ ତା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ମନୋଜ ସୋନି ୨୦୨୩ ମେ ୧୬ ତରିଖରେ ଅଧ୍ୟକ୍ଷ ଭାବେ ଶପଥ ନେଇଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now