ଝିଅକୁ ଦୁଷ୍କର୍ମ-ପତ୍ନୀକୁ ତଲାକ୍:  ବନ୍ଧାହେଲା ଦୁର୍ବୃତ୍ତ

ନିଜର ନାବାଳିକ ଝିଅକୁ ଦୁଷ୍କର୍ମ କଲା। ଆଉ ଏଭଳି ପିଶାଚର କାରନାମା ପତ୍ନୀ ଜାଣିଦେବା ପରେ ତୁରନ୍ତ ତଲାକ୍ ଦେଇଦେଲା। ୟୁପିର ବିଜନୋରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ତିନି ତଲାକ ପରେ ମହିଳା ଜଣକ ଗଲା ଶୁକ୍ରବାର ଥାନାରେ ଏତଲା ଦେଇଥିଲେ। ଆଉ ୟୁପି ପୁଲିସ ଏଭଳି ଦୁର୍ବୃତ୍ତକୁ ଶେଷରେ ବାନ୍ଧିଛି। ଆଇନ ଅନୁସାରେ ଯେଉଁ ବ୍ୟକ୍ତି ତତ୍କାଳ ଏବା ଏକତରଫା ତଲାକ୍ ଦେଇଥିବ। ତାକୁ ୩ ବର୍ଷ ଯାଏଁ ଜେଲଦଣ୍ଡ ଓ ଜରିମାନାରେ ଦଣ୍ଡିତ କରାଯିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *