ଚାଷୀଙ୍କ ପାଇଁ ମୋଦିଙ୍କ ପ୍ରଥମ ଦସ୍ତଖତ: ଉପକୃତ ହେବେ୯ କୋଟି ୩୦ ଲକ୍ଷ ଚାଷୀ

Spread the love

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥପାଠ କରିବା ପରେ ଆଜି ଚାଷୀଙ୍କ ପାଇଁ ପ୍ରଥମ ଦସ୍ତଖତ କରିଛନ୍ତି ମୋଦି। ଆଜି ପିଏମଓ ପହଞ୍ଚିବା ପରେ ସର୍ବପ୍ରଥମେ ପିଏମ କିଶାନ ନିଧି ଫାଇଲରେ ପ୍ରଥମ ଦସ୍ତଖତ କରିଛନ୍ତି ମୋଦି । ଏହି ଆଧାରରେ ଦେଶର ୯ କୋଟି ୩୦ ଲକ୍ଷ ଚାଷୀଙ୍କୁ ମିଳିବ ୨୦ ହଜାର କୋଟି । ଏହାସହ ଚାଷୀଙ୍କୁ ମିଳିବ ପିଏମ କିଶାନ ନିଧି ଯୋଜାନାରେ ୧୭ ତମ କିସ୍ତି । ଫାଇଲରେ ଦସ୍ତଖତ ପରେ ଚାଷୀଙ୍କ କଲ୍ୟାଣ ମୋଦି ସରକାରଙ୍କ ଗୁରୁ ଦାୟିତ୍ୱ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *