ଜାମୁ କଶ୍ମୀରରେ ଏଥର ନିର୍ବାଚନ ଲଢ଼ିବ ଆମ୍ ଆଦମୀ ଦଳ। ଯଦି ଜାମୁ କଶ୍ମୀରରେ ଆପ୍ ସରକାର ହେବ, ତା ହେଲେ ମାଗଣା ବିଜୁଳି ମିଳିବ। ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ଦିଆଯିବ। ଆଉ ଦିଲ୍ଲୀ ଓ ପଞ୍ଜାବ ଭଳି ମୋହଲ୍ଲା କ୍ଲିନିକ୍ ଖୋଲିବ ବୋଲି କହିଛନ୍ତି ଆପ୍ ନେତା ଇମ୍ରାନ ହୁସେନ୍। ଜମ୍ମୁକଶ୍ମୀରରେ ଅନ୍ୟ ଦଳକୁ ସୁଯୋଗ ଦେଇଛନ୍ତି ଲୋକେ। ଏଥର ଆପ୍ କୁ ସୁଯୋଗ ଦେବାକୁ ଅପିଲ୍ କରିଛନ୍ତି ହୁସେନ୍। କେଜ୍ରିଓ୍ୱାଲଙ୍କ ବିକାଶ ମଡେଲ ଏଠାରେ ବି ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now