ଅସମ୍ଭାଳ କଲାଣି ଖରା

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅସହ୍ୟ ଦେଖା ଦେଲାଣି। ଗତ ତିନିଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ରହୁଛି ୩୫ ଡିଗ୍ରୀ ଉପରେ ଯହା ଫଳରେ ଲୋକେ କଲବଲ ହେଲେଣି । ଆଗକୁ ସ୍ଥିତି ହୋଇପାରେ ଅସମ୍ଭାଳ। କାରଣ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିବାରେ ଲାଗିଛି। ଆଗକୁ ରାଜ୍ୟରେ ପ୍ରବଳ ଖରା ହେବ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏପ୍ରିଲ ମାସରେ ପ୍ରବଳ ଖରା ହେବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବରୁ ଆକଳନ କରିଛି ବୋଲି ସୂଚନା ମିଳିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *