କେନ୍ଦୁଝର NH-20 ରେ ବସ୍- ଟ୍ରକ ମୁହାଁ ମୁହିଁ, 10 ରୁ ଅଧିକ ଯାତ୍ରୀ ଗୁରୁତର

Spread the love

କେନ୍ଦୁଝର  :  କେନ୍ଦୁଝର NH-10 ରେ ଆଜି ମା ଦୁର୍ଗା ଯାତ୍ରୀବାହି ବସ୍ ଘଟଗାଁ ଅଭିମୁଖେ ଯାଉିଥିବା ଏକ ଟ୍ରକ ସହ ମୁହାଁ ମୁହିଁ ଧକ୍କା ହୋଇଛି । ଜାହା ଫଳରେ ବସ୍ ଟି ରାସ୍ତାରୁ 30 ଫୁଟ୍ ତଳକୁ ଖସି ଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବସ୍ ରେ 35 ରୁ 40 ଜଣ ଯାତ୍ରୀ ଥିବାନେଇ ସୁଚନା ମିଳିଛି । ଏହି ଦୁର୍ଘଟଣାରେ 10ରୁ ଅଧିକ ଯାତ୍ରୀ ଆହାତ ହୋଇଛନ୍ତି ।  ଯାତ୍ରୀମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ଆହାତ ଯାତ୍ରୀମନଙ୍କୁ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *