ଜଳ ସଙ୍କଟ ଭୟଙ୍କର ହେବ

ଡିସେମ୍ବର ମାସ ଶୁଖିଲା ପଡିଛି  ମହାନଦୀ । ବର୍ତ୍ତମାନ ହୀରାକୁଦ ରେ ୬୨୪ ଫୁଟ ଅଛି ୬୨୮ ଫୁଟ ରହିବ କଥା। ମାର୍ଚ୍ଚରେ ଅସୁବିଧା ହେବ, ଜଳ ସଙ୍କଟ ଦେଖାଦେବ ବୋଲି କହିଛନ୍ତି ବିଜୟ ମହାପାତ୍ର । ରବି ଫସଲ ପାଣି ଯୋଗେଇବା କଷ୍ଟ ହେବ। ୧୦ ହଜାର ଇନ ଫ୍ଲୋ ରହିବ। ଏବେ ଠରୁ ୨ ଫୁଟ ପାଣି କମିଲାଣି। ଜଳ ସଙ୍କଟ ଭୟଙ୍କର ହେବ। ଜଳ ସଙ୍କଟ କିମ୍ୱା ମହାନଦୀ ସମ୍ପର୍କ ଆଲୋକଚନା ହୋଇନି। ସରକାର ତୁରନ୍ତ ପ୍ରାରମ୍ଭିକ ଆଲୋଚନା କରନ୍ତୁ। ଆବଶ୍ୟକୀୟ ପାଣି ଆଣିବାକୁ ବନ୍ଦୋବସ୍ତ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *