ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟ ଗାର୍ଡ଼ଙ୍କୁ ହତ୍ୟା ଘଟଣା : ୩ ଶିକାରୀ ଗିରଫ, ୪ ଦେଶି ବନ୍ଧୁକ ଜବତ

Spread the love

ବାରିପଦା, ୨୬ ମଇ – ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟ ଗାର୍ଡ଼ଙ୍କୁ ହତ୍ୟା ଘଟଣାରେ ତିନି ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୪ଟି ଦେଶି ବନ୍ଧୁକ ଜବତ ହୋଇଛି । ଗିରଫ ସମସ୍ତେ ବଡ଼ଗାଁ ପଂଚାୟତର । ସେମାନଙ୍କ ମଧ୍ୟରେ ଜଣେ ପୂର୍ବତନ ସରପଂଚ ଥିବା ସୂଚନା ମିଳିଛି । ହତ୍ୟା ଘଟଣାରେ ମୋଟ୍ ୧୩ ଜଣଙ୍କୁ ଚିହ୍ନଟ କରିଛି ବନ ବିଭାଗ ।

Leave a Reply

Your email address will not be published. Required fields are marked *