କାଳ ବୈଶାଖୀ ପ୍ରଭାଵ ରେ 11 ଜଣ ଯବାନ ଗୁରୁତର

Spread the love

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ବସ୍ତର ଜିଲ୍ଲାରେ କାଳ ବୈଶାଖୀ  ପ୍ରଭାବ ରେ ଭାଙ୍ଗିଲା CRPF ଯବାନ ଙ୍କ 3ଟି ବ୍ୟାରେକ। ସେଡବା ଗାଁ ନିକଟରେ ମାଓ ଦମନ ପାଇଁ ନିୟୋଜିତ ହୋଇଥିଲା CRPF ର 241 ବାଟାଲିୟନ । ପ୍ରବଳ ବର୍ଷା ପବନ ଯୋଗୁଁ ବ୍ୟାରେକ ର ସବୁ ଉଡ଼ାଇ ନେଇ ଯାଇଥିଲା। ତେଣୁ

କ୍ୟାମ୍ପ ରେ ଥିବା 11ଜଣ ଯବାନ ଗୁରୁତର ଅବସ୍ଥାରେ ତାଙ୍କୁ ୟୁନିଟ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା ଚାଲିଛି । CRPF କ୍ୟାମ୍ପ ରେ 120 ଯବାନ ସୁରକ୍ଷା କାର୍ଯ୍ୟ ରେ ନିୟୋଜିତ ଥିଲେ ।

Leave a Reply

Your email address will not be published. Required fields are marked *